HIGHLIGHTS
Railways, Odisha govt to ink MoU for redevelopment of Bhubaneswar station

Railways, Odisha govt to ink MoU for redevelopment of Bhubaneswar station

Bhubaneswar,Sept19(RNI): Memorandum of Understanding (MoU) for construction of Bhubaneswar Railway Station to be signed today afternoon between Indian Railways and Government of Odisha. Divisional Railway Manager of Khurda Road Railway Division Shri Sashikant Singh will sign the MoU with Vice Chairman, Bhubaneswar Development Authority (BDA). .......

ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ପାଇଁ ରେଳବାଇ ଓ ଓଡିଶା ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ପାଇଁ ରେଳବାଇ ଓ ଓଡିଶା ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର : ରେଳଷ୍ଟେସନରପୁନଃ ବିକାଶ ପାଇଁ ଆଜି ନୂଆଦିଲ୍ଲୀ ସ୍ଥିତ ଉଦ୍ୟୋଗ ଭବନଠାରେ ଉଭୟ ରେଳବାଇ ଓ ରାଜ୍ୟ ସାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଅଛି I ରେଳବାଇ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଶଶୀକାନ୍ତ ସିଂହ ଓ ଓଡିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ଏହି ବୁଝାମଣା ପତ୍ରରେ ସ୍ଵାକ୍ଷର କରିଛନ୍ତି I ନୂଆଦିଲ୍ଲୀ ଉଦ୍ୟୋଗ ଭବନ ଠାରେ କେନ୍ଦ୍ର ରେଳ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ; କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ରେଳବାଇ ବୋର୍ଡ ଇଂଜିନିୟରିଂ ସଦସ୍ୟ ଶ୍ରୀ ବିଶ୍ୱେଷ ଚୌବେ ଓ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣଙ୍କ ସହିତ ଉଚ୍ଚ ଅଧିକାରୀ ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ଠାରେ ଉପସ୍ଥିତ ଥିଲେ I କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ମିଶନ ଅନ୍ତର୍ଭୁକ୍ତ ରେଳଷ୍ଟେସନ ମଲ୍ଟିମୋଡ଼ାଲ ହବ ନିର୍ମାଣ ଭାବରେ ଭୁବନେଶ୍ୱର ରେଳଷ୍ଟେସନ ସଂଲଗ୍ନ ଅଞ୍ଚଳକୁ ବିକଶିତ କରାଯିବ I ଏହି ପ୍ରକଳ୍ପକୁ ଓଡିଶା ସରକାରଙ୍କ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଦ୍ୱାରା ନିର୍ମାଣ କରାଯିବ I ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷଙ୍କ ମିଳିତ ଜମିରେ ଏହି ମଲ୍ଟିମୋଡ଼ାଲ ହବର ଭୁବନେଶ୍ୱର ରେଳ ଷ୍ଟେସନ ର ନୂତନ ଟର୍ମିନାଲ ବିଲଡିଙ୍ଗ, ସିଟି ବସ ଟର୍ମିନାଲ, ପବ୍ଲିକ କାର ପାର୍କିଙ୍ଗ ଏବଂ ଅନ୍ୟାନ ସାଧାରଣ ଲୋକଙ୍କ ଉପଯୋଗୀ ମିଶ୍ରିତ ସଂସ୍ଥା ସହିତ ସବୁ ପ୍ଳାଟଫର୍ମ ଉପରଦେଇ ଭୁବନେଶ୍ୱର ଷ୍ଟେସନ ର ଉଭୟ ପାର୍ଶ୍ୱକୁ ସଂଲଗ୍ନ କରୁଥିବା ଏକ କନକୋର୍ସ ନିର୍ମାଣ କରାଯିବ I ଉଭୟ ରେଳବାଇ ଓ ରାଜ୍ୟସରକାରଙ୍କ ଜମିରେ ନୂତନ ଷ୍ଟେସନ ବିଲଡିଙ୍ଗ ଏବଂ ଦୁଇଟି ଲାଇନ ସହିତ ପ୍ଳାଟଫର୍ମ ନିର୍ମାଣ ଯୌଥ ଭାବେ କରାଯିବ I ପ୍ରସ୍ତାବିତ ବିଲଡିଙ୍ଗ ରେ ତଳ ମହଲା ସହିତ ୫ ମହଲା ନିର୍ମାଣ କରାଯିବ ଯାହାକି ରେଳବାଇ ଦ୍ୱାରା ତଳ ମହଲା ସହିତ ୨ଟି ମହଲା ବ୍ୟବହାର କରାଯିବ I ରେଳବାଇ ପାଇଁ ୧.୭୪ ଲକ୍ଷ ବର୍ଗ ଫୁଟ ବ୍ୟବହାର କରାଯିବ I ଏହି ପ୍ରକଳ୍ପ ପାଇଁ ରେଳବାଇ ପ୍ରାୟ ୭୦କୋଟି ଟଙ୍କା ବ୍ୟୟ ବରାଦ କରିଛି ଯେଉଁଥିରେ ଦୁଇଟି ଅତିରିକ୍ତ ରେଳ ଲାଇନ ଓ ପୂର୍ଣ୍ଣ କଭରସେଡ ଥାଇ ଗୋଟିଏ ପ୍ଳାଟଫର୍ମ, ଫୁଟ ଓଭର ବ୍ରିଜ ର ସମ୍ପ୍ରସାରଣ ଏବଂ ସମସ୍ତ ଯାତ୍ରୀ ସୁବିଧା ଉପଲବ୍ଧ କରାଯିବ I ସେହିଭଳି, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୬୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଅଛି ଯେଉଁଥିରେ ତଳ ମହଲା ସହିତ ଦୁଇ ମହଲା ନୂତନ ଷ୍ଟେସନ ବିଲଡିଙ୍ଗ ନିର୍ମାଣ କରାଯିବ I...

ଭଦ୍ରକରେ ଶତାଧିକ ବର୍ଷର ପ୍ରସିଦ୍ଧ ଶ୍ରୀଶ୍ରୀ ଅନନ୍ତ ନାରାୟଣଙ୍କ ପୂଜୋତ୍ସବ : ହଜାର ହଜାର ଶ୍ରଦ୍ଧାଳୁ ସମାଗମ

ଭଦ୍ରକରେ ଶତାଧିକ ବର୍ଷର ପ୍ରସିଦ୍ଧ ଶ୍ରୀଶ୍ରୀ ଅନନ୍ତ ନାରାୟଣଙ୍କ ପୂଜୋତ୍ସବ : ହଜାର ହଜାର ଶ୍ରଦ୍ଧାଳୁ ସମାଗମ

ଭଦ୍ରକ,୧୯/୦୯: ଭଦ୍ରକ ସହର ଅନ୍ତର୍ଗତ ଠାକୁର ଅନନ୍ତ ନାରାୟଣ ମାର୍ଗ, ନରିପୁର (ଅସ୍ତଳ) ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର ‘ଅନନ୍ତ ବ୍ରତ’ ଉପଲକ୍ଷେ ପ୍ରସିଦ୍ଧ ଠାକୁର ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଉତ୍ସବ, ଭଜନ ସମାରୋହ ଓ ବିଭିନ୍ନ କାର୍ଯ୍ୟକ୍ରମ ଆଠ ଦିନ ବ୍ୟାପୀ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ଉତ୍ସବ ସାର୍ବଜନୀନ ଓ ଗଣପର୍ବ ରୂପ ନେଇ ଶହେ ବର୍ଷରୁ ଉଦ୍ଧ୍ୱର୍ଧରି ଭକ୍ତି ଓ ନିଷ୍ଠାର ସହ ପାରମ୍ପରିକ ରୀତିରେ ପୁରଷାନୁକ୍ରମେ ପାଳିତ ହୋଇ ଆସୁଅଛି । ସାଳନ୍ଦୀ ନଦୀରେ କଳସ ବୁଡା ଯାଇ ଜଳ ଅଣାଯିବା ପରେ ଘଟ, ପୂଜା,ପାଠ, ହୋମ ଓ ପୂଜାର୍ଚ୍ଚନା ଆଦି ପ୍ରଭୁଙ୍କ ନୀତିକାନ୍ତି ପରମ୍ପରା ଅନୁଯାୟୀ ସମ୍ପନ୍ନ ହୋଇଥିଲା । ବାଙ୍ଗାଲୋର ଓ କୋଲକାତାରୁ ଆସିଥିବା କାରୀଗରଙ୍କ ଦ୍ୱାରା ବିଭିନ୍ନ କିସମର ସୁବାସିତ ପୁଷ୍ପମାଲ୍ୟରେ ବିଗ୍ରହଙ୍କୁ ସୁସଜ୍ଜିତ କରାଯାଇ ମନ୍ଦିରର ଶୋଭାବର୍ଦ୍ଧନ କରାଯାଇଥିଲା । ମହାପ୍ରଭୁଙ୍କ ‘ଅନନ୍ତ ଶୟନ’ ଦୃଶ୍ୟ ଚିତ୍ତାକର୍ଷକ ହୋଇଥିବାରୁ ଏହାକୁ ଦେଖିବା ପାଇଁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୂଜା ଦିନ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଅପରାହ୍ନ ଠାରୁ ତହିଁ ପରଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିଥିବାରୁ ଏହା ପ୍ରଭୁ ଅନନ୍ତଙ୍କର କୃପା ବୋଲି ଲୋକେ ମତ ଦିଅନ୍ତି । ମେଳାରେ ମନୋହରୀ ଦୋକାନ, ଆକର୍ଷଣୀୟ ଆଲୋକସଜ୍ଜା, ସୁଉଚ୍ଚ ତୋରଣ ଆଧ୍ୟାତ୍ମିକ ପରିବେଶକୁ ଭାବ ଗମ୍ଭୀର କରିଥିଲା । ପୂଜାରେ କୁଳ ପୁରୋହିତ ଗୋବର୍ଦ୍ଧନ ମିଶ୍ର, ପଣ୍ଡିତ ସହଦେବ ପଣ୍ଡା ପ୍ରମୁଖ ପୂଜାପାଠ କରିଥିଲେ । ଏଠାକୁ ବିଭିନ୍ନ ଅଞ୍ଚଳରୁ ଆସିଥିବା ବ୍ରତଧାରୀ ମହିଳମାନେ ଉପବାସ କରି ମନ୍ଦିରରେ ନାଗ ଓ ବ୍ରତପୂଜା କରିଥିଲେ । ଏହା ଏକ ସାର୍ବଜନୀନ ଗଣପର୍ବର ରୂପ ନେଇଥିବାରୁ ପ୍ରତିବର୍ଷ ପରି ଚଳିତ ବର୍ଷ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କୁ ଦର୍ଶନ କରି ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ । ମନ୍ଦିର ପ୍ରତିଷ୍ଠାତା ରାଜ୍ୟଗୋପବନ୍ଧୁ ପୁରସ୍କାରପ୍ରାପ୍ତ ସମାଜସେବୀ ସ୍ୱର୍ଗତ ସୁରେନ୍ଦ୍ର ଚନ୍ଦ୍ର ନାୟକ ଓ ସହଧର୍ମିଣୀ ୰ ହରିପ୍ରିୟା ନାୟକ ମୁଖ୍ୟ ସେବିକା ଭାବେ ଦୀର୍ଘ ବର୍ଷ ଧରି ପ୍ର୍ରଭୁଙ୍କୁ ପୂଜା କରି ଆସୁଥିଲେ । ପ୍ରଭୁ ଅନନ୍ତଙ୍କ ନିକଟରେ ଯିଏ ଯାହା ମାନସିକ କରେ ସେମାନଙ୍କର ମନକାମନା ପୂର୍ଣ୍ଣ ହୋଇଯାଏ ବୋଲି ବିଶ୍ୱାସ ରହିଥିବା କିମ୍ବଦନ୍ତୀ ରହିଛି । ଶହେବର୍ଷରୁ ଉଦ୍ଧ୍ୱର୍ ଧରି ଧର୍ମୀୟ ପରମ୍ପରାକୁ ନେଇ ଅନନ୍ତ ନାଗ ବ୍ରତ ପୂଜା ଉତ୍ସବ ପାଳନ ହୋଇ ଆସୁଥିବା ବେଳେ ୧୯୭୯ ମସିହାରେ ସ୍ୱପ୍ନାଦେଶ ହେବାରୁ ପବିତ୍ର ଅକ୍ଷୟ ତୃତୀୟାରେ ଅନନ୍ତ ଶଯ୍ୟା ବିଶିଷ୍ଟ ବିଗ୍ରହ, ମନ୍ଦିର ପ୍ରତିଷ୍ଠା ହୋଇ ଅଦ୍ୟାବଧି ଭକ୍ତି ନିଷ୍ଠାର ସହ ନରିପୁର ଅସ୍ତଳ ଗ୍ରାମରେ ଆଡମ୍ବର ସହକାରେ ଅଦ୍ୟାବଧି ପାଳିତ ହୋଇ ଆସୁଅଛି ...

କାଳିଆରେ କାରସାଦି:ଭଦ୍ରକ ଜିଲ୍ଳାରେ ୧୯ ହଜାର ଅଯୋଗ୍ୟ ହିତାଧିକାରୀ,  ନଅ କୋଟି ୫୦ ଲକ୍ଷ ଟଙ୍କା ହଡପ

କାଳିଆରେ କାରସାଦି:ଭଦ୍ରକ ଜିଲ୍ଳାରେ ୧୯ ହଜାର ଅଯୋଗ୍ୟ ହିତାଧିକାରୀ, ନଅ କୋଟି ୫୦ ଲକ୍ଷ ଟଙ୍କା ହଡପ

ଭଦ୍ରକ,୧୯/୦୯: ଭଦ୍ରକ ଜିଲ୍ଲାରେ ମିଥ୍ୟା ତଥ୍ୟ ଦେଇ ହଡପ କରାଯାଇଛି ୯ କୋଟି ୫୦ ଲକ୍ଷ କାଳିଆ ଟଙ୍କା । ଏହି ଅର୍ଥକୁ ହଡପ କରିଛନ୍ତି ପ୍ରାୟ ୧୯ ହଜାର ହିତାଧିକାରୀ । କାଳିଆରେ କାରସାଦି ଧରାପଡିବା ପରେ ଏବେ ଟଙ୍କା େ‘ରାଇବେ ଏହି ଅଯୋଗ୍ୟ ହିତାଧିକାରୀ । ଏଥିନେଇ ସରକାରୀ ଭାବେ ଜିଲ୍ଲାକୁ କୈାଣସି ସ୍ପଷ୍ଟ ନିର୍ଦ୍ଧେଶନାମା ଆସିନଥିଲେ ମଧ୍ୟ ରାଜ୍ୟରେ କାଳିଆ ଟଙ୍କା ହଡପ ନେଇ ସରକାରଙ୍କ ଆଭିମୁଖ୍ୟରୁ ଏହି କଥା ସ୍ପଷ୍ଟ ହୋଇଛି । ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଭଳି ଭଦ୍ରକ ଜିଲ୍ଲାରେ ଏହି ଯୋଜନାରେ ବହୁ ସରକାରୀ ଚାକିରୀଆ,ପେନସନ ପାଉଥିବା ସରକାରୀ କର୍ମଚାରୀ,ବଡ ଚାଷୀ,ନାବାଳକ,ଗୋଟିଏ ପରିବାରର ଏକାଧିକ ଲୋକ ଏପରିକି ଗୋଟିଏ ପରିବାରରେ ସ୍ୱାମି-ସ୍ତ୍ରୀ ଏହି ଅର୍ଥ ହଡପ କରିଥିବା ଜଣାପଡିଛି । ସରକାରୀ ସୁଚନା ଅନୁଯାଇ ଭଦ୍ରକ ଜିଲ୍ଲାରେ ଏଥିପାଇଁ ମୋଟ ୩ ଲକ୍ଷ ୫୫ ହଜାର ୬୦୪ ଗୋଟି ଦରଖାସ୍ତ ଗ୍ରହଣ କରାଯାଇଥିବା ବେଳେ ସେଥିରୁ ୧ ଲକ୍ଷ ୬୫ ହଜାର ୦୮୦ ଜଣଙ୍କୁ କାଳିଆରେ ସାମିଲ କରାଯାଇ ଥିଲା । ଏଥିରେ ୧ ଲକ୍ଷ ୩୦ ହଜାର ୩୪୮ ଜଣ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ସାମିଲ ହୋଇଥିବା ବେଳେ ୩୪ ହଜାର ୭୩୨ ଜଣ ଭୁମିହିନ ଚାଷୀଙ୍କୁ ସାମିଲ କରାଯାଇଥିଲା । ଏହି ଲୋକମାନଙ୍କୁ ସରକାର ଯୋଜନାର ପ୍ରଥମ କିସ୍ତି ଅର୍ଥ ବାବଦକୁ ୮୨ କୋଟି ୫୪ ଲକ୍ଷ ଟଙ୍କା ପୈଠ କରିଥିଲେ । ତେବେ ଏଥିରେ ବହୁ ଅଯୋଗ୍ୟ ଲୋକ ସାମିଲ ହୋଇଥିବା ନେଇ ଅଭିଯୋଗ ଆସିବା ପରେ ସରକାରଙ୍କ ପକ୍ଷରୁ ଗତମାସ ଏହାର ଯାଂଚ ଆରମ୍ଭ ହୋଇଥିଲା । ଯାଂଚରେ ଜଣାପଡିଥିଲା ଯେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ମଧ୍ୟରୁ ୧୧ ହଜାର ୮୧୬ ଜଣ ଏବଂ ଭୂମିହିନଙ୍କ ମଧ୍ୟରୁ ୭ ହଜାର ୧୬୩ ଜଣ ଏହିପରି ମୋଟ ୧୮ ହଜାର ୯୭୯ ଜଣ ଅଯୋଗ୍ୟ ହିତାଧିକାରୀ ଚଂଚକତା କରି ଅନ୍ୟୁନ ୯ କୋଟି ୫୦ ଲକ୍ଷ ଟଙ୍କା ହଡପ କରିନେଇଛନ୍ତି । ଏହି ସୁଚନା ଅନୁଯାଇ ବାସୁଦେବପୁର ବ୍ଲକରେ ସର୍ବାଧିକ ୬ ହଜାର ୧୦୪ ଜଣ,ଭଦ୍ରକ ବ୍ଲକରେ ୨ ହଜାର ଏକ ଜଣ,ଭଣ୍ଡାରିପୋଖରୀ ବ୍ଲକରେ ୨ ହଜାର ୫୮୭ ଜଣ,ବନ୍ତ ବ୍ଲକରେ ୨ ହଜାର ୨୬୩ ଜଣ,ଚାନ୍ଦବାଲି ବ୍ଲକରେ ୧ ହଜାର ୭୪୭ ଜଣ,ଧାମନଗର ବ୍ଲକରେ ୨ ହଜାର ୫୭୭ ଜଣ ଏବଂ ତିହିଡି ବ୍ଲକରେ ୧ ହଜାର ୭ ଶହ ଜଣ ହିତାଧିକାରୀ କାଳିଆ ହିତାଧିକାରୀ ଅଯୋଗ୍ୟ ପ୍ରମାଣିତ ହୋଇଛନ୍ତି । ଯେଉଁମାନେକି ସରକାରଙ୍କୁ ମିଥ୍ୟା ତଥ୍ୟ ଦେଇ ଏହି ଅର୍ଥ ହଡପ କରିଥିବା କୁହାଯାଉଛି । ଏହି କଥା ଜଣାପଡିବା ପରେ ଏବେ ମିଥ୍ୟା ତଥ୍ୟ ଦେଇ ହହପ କରିଥିବା କାଳିଆ ହିତାଧିକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସରକାରୀ କାର୍ଯ୍ୟାନୁଷ୍ଟାନ ଭୟରେ କିଛି ଆଗୁଆ ସେମାନ ନେଇଥିବା ଅର୍ଥ େ‘ରସ୍ତ କରିଦେବାକୁ ଆଗ୍ରହ ପ୍ରକାଶ କରିଥିବା ବେଳେ ଆଉ କେତେକ ସରକାରୀ ନିର୍ଦ୍ଧେଶନାମାକୁ ଅପେକ୍ଷା କରିଥିବା ଜଣାପଡିଛି ।...

"새시대 중원 빛나는 장 펼쳐야"...習 총서기, 하남성 고찰

습근평(習近平) 중공중앙 총서기, 국가주석, 중앙군사위원회 주석이 9월 16일부터 18일까지 선후로 하남성 신양(信陽), 정주(鄭州) 등 지를 찾아 경제 사회 발전과 '초심을 잃지 말고 사명을 명기하자' 주제교육상황을 고찰하고 조사연구를 진행했습니다. ...

베이징 大興공항 세관시스템

베이징 大興공항 세관시스템 "무감각 통관" 가능

베이징 대흥(大興)국제공항 세관시스템이 5회에 걸쳐 모든 절차에 대한 테스트를 완료한 뒤 18일 여러 가지 지표에 대한 검사를 정식으로 마치고 최근 운행됩니다. ...

이극강 총리, 푸틴 러시아 대통령 회견

이극강 총리, 푸틴 러시아 대통령 회견

이극강 중국 국무원 총리가 9월 18일 오후 모스크바 크렘린궁에서 푸틴 러시아 대통령을 만났습니다. ...

अफगानिस्तान में आत्मघाती हमले में 20 लोगो की मौत

अफगानिस्तान में आत्मघाती हमले में 20 लोगो की मौत

काबुल, 19 सितंबर 2019, (आरएनआई)। अफगानिस्तान के दक्षिणी शहर में एक अस्पताल आज तड़के आत्मघाती ट्रक बम विस्फोट मे 20 लोगों की मौत हो गई, जबकि 90 से अधिक लोग घायल हो गए। ...

उत्तराखंडः बीती रात से यातायात के लिए बाधित ऋषिकेश गंगोत्री हाईवे खुला

उत्तराखंडः बीती रात से यातायात के लिए बाधित ऋषिकेश गंगोत्री हाईवे खुला

नरेंद्रनगर, 19 सितंबर 2019, (आरएनआई)। बुधवार देर रात एक बजे से धौलापाणी कुंजापुरी के पास यातायात के लिए बाधित ऋषिकेश गंगोत्री हाईवे आज सुबह 11 बजे खोल दिया गया। चट्टान से सड़क मार्ग पर भारी मात्रा में मलबा आ गिरा था।जिस कारण यहां वाहनों का संचालन नहीं हो पा रहा था। ...

टी-20 के किंग बने विराट

टी-20 के किंग बने विराट

नई दिल्ली, 19 सितंबर 2019, (आरएनआई)। टीम इंडिया ने मोहाली के मैदान पर खेले गए दूसरे टी-20 मुकाबले में दक्षिण अफ्रीका को मात देकर इतिहास रच दिया। भारतीय टीम ने कप्तान विराट कोहली की शानदार अर्धशतकीय पारी की बदलौत दक्षिण अफ्रीकी टीम को अपनी जमीन पर टी-20 में पहली बार मात दी है। विराट ने 52 गेंदों में 72 रन की पारी खेल टी-20 के तीन विश्व रिकॉर्ड अपने नाम कर लिए।...

Top Stories

National

  • Railways, Odisha govt to ink MoU for redevelopment of Bhubaneswar station

    Railways, Odisha govt to ink MoU for redevelopment of Bhubaneswar station

    Laxmikanta Nath 2019-09-19 20:59:34

    Bhubaneswar,Sept19(RNI): Memorandum of Understanding (MoU) for construction of Bhubaneswar Railway Station to be signed today afternoon between Indian Railways and Government of Odisha. Divisional Railway Manager of Khurda Road Railway Division Shri Sashikant Singh will sign the MoU with Vice Chairman, Bhubaneswar Development Authority (BDA). ....

International

  • "새시대 중원 빛나는 장 펼쳐야"...習 총서기, 하남성 고찰

    Root News of India 2019-09-19 14:33:23

    습근평(習近平) 중공중앙 총서기, 국가주석, 중앙군사위원회 주석이 9월 16일부터 18일까지 선후로 하남성 신양(信陽), 정주(鄭州) 등 지를 찾아 경제 사회 발전과 '초심을 잃지 말고 사명을 명기하자' 주제교육상황을 고찰하고 조사연구를 진행했습니다.

State

  • ଆଶୀର୍ବାଦଙ୍କ ଜାମିନ ଖାରଜ

    ଆଶୀର୍ବାଦଙ୍କ ଜାମିନ ଖାରଜ

    Laxmikanta Nath 2019-09-19 21:14:46

    ଭୁବନେଶ୍ୱର : ଆଶୀର୍ବାଦ ବେହେରାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ଏହାପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଅକ୍ଟୋବର ୧ ତାରିଖ ପର୍ୟ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ରହିବେ। ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ଭୁବନେଶ୍ୱର ଦ୍ୱାରା ଗିରଫ ହୋଇଥିବା ଆଶୀର୍ବାଦ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଜାମିନ ଆବେଦନ କରିଥିଲେ । ଆଜି ସକାଳୁ ସକାଳୁ ସିବିଆଇ ଅର୍ଥତତ୍ୱ ମାମଲାରେଙ୍କୁ ଗିରଫ କରିଥିଲ। ତାଙ୍କ ସହ ଜନୈକ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ବି ସିବିଆଇ ଗିରଫ କରିଥିଲା। ଉଭୟଙ୍କୁ ସିବିଆଇ ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଗିରଫ କରାଯାଇଥିଲା । ସିବିଆଇ ପୂର୍ବରୁ ଆଶୀର୍ବାଦ ବେହେରାଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା ଏବଂ ଜେରା କରିଥିଲା । ଠିକ୍ ସେହିପରି ଖାରବେଳ ନଗର ଥାନା ପାଖରେ ଥିବା ହୋଟେଲ ସୋଲାନ ଇନ୍‌ର ମାଲିକ କମଳାକାନ୍ତ ଦାସ ବି ଆଗରୁ ଜେରାର ସମ୍ମୁଖୀନ ହୋଇଥିଲେ।

Specials

  • अजित डोभाल बना रहे नई मिलिट्री डॉक्ट्रीन

    अजित डोभाल बना रहे नई मिलिट्री डॉक्ट्रीन

    Root News of India 2019-09-19 12:16:29

    नई दिल्ली, 19 सितंबर 2019, (आरएनआई)। राष्ट्रीय सुरक्षा सलाहकार अजित डोभाल भारत की रक्षा योजना समिति (डीपीसी) की अध्यक्षता कर रहे हैं। माना जा रहा है कि वह राष्ट्रीय सुरक्षा रणनीति (एनएसएस), प्रभावी रूप से मिलिट्री डॉक्ट्रीन (सैन्य कार्रवाइयों की मार्गदर्शिका) पर अक्तूबर में सरकार को रिपोर्ट सौंपेंगे। इस रिपोर्ट में भविष्य के युद्ध, नौसैनिक अभियान बलों की आवश्यकता और व्यापक राष्ट्रीय शक्ति का प्रक्षेपण शामिल है।

Sports

  • टी-20 के किंग बने विराट

    टी-20 के किंग बने विराट

    Root News of India 2019-09-19 13:30:30

    नई दिल्ली, 19 सितंबर 2019, (आरएनआई)। टीम इंडिया ने मोहाली के मैदान पर खेले गए दूसरे टी-20 मुकाबले में दक्षिण अफ्रीका को मात देकर इतिहास रच दिया। भारतीय टीम ने कप्तान विराट कोहली की शानदार अर्धशतकीय पारी की बदलौत दक्षिण अफ्रीकी टीम को अपनी जमीन पर टी-20 में पहली बार मात दी है। विराट ने 52 गेंदों में 72 रन की पारी खेल टी-20 के तीन विश्व रिकॉर्ड अपने नाम कर लिए।

Business

Entertainment

  • रणवीर-आलिया सहित इन सितारों ने जीता अवॉर्ड

    रणवीर-आलिया सहित इन सितारों ने जीता अवॉर्ड

    Root News of India 2019-09-19 11:21:10

    मुंबई, 19 सितंबर 2019, (आरएनआई)। मायानगरी में सितारे जमीं पर उतरे। मौका था आइफा अवॉर्ड 2019 (IIFA Awards 2019) का। इस बार यह अवॉर्ड मुंबई में हुए जहां पर दिग्गज फिल्मी हस्तियां पहुंचीं। सलमान खान, माधुरी दीक्षित, दीपिका पादुकोण, रणवीर सिंह के अलावा आलिया भट्ट और आयुष्मान खुराना सबसे ज्यादा लाइमलाइट में रहे।

POLITICS

Meditation

  • ଭଦ୍ରକରେ ଶତାଧିକ ବର୍ଷର ପ୍ରସିଦ୍ଧ ଶ୍ରୀଶ୍ରୀ ଅନନ୍ତ ନାରାୟଣଙ୍କ ପୂଜୋତ୍ସବ : ହଜାର ହଜାର ଶ୍ରଦ୍ଧାଳୁ ସମାଗମ

    ଭଦ୍ରକରେ ଶତାଧିକ ବର୍ଷର ପ୍ରସିଦ୍ଧ ଶ୍ରୀଶ୍ରୀ ଅନନ୍ତ ନାରାୟଣଙ୍କ ପୂଜୋତ୍ସବ : ହଜାର ହଜାର ଶ୍ରଦ୍ଧାଳୁ ସମାଗମ

    Laxmikanta Nath 2019-09-19 20:51:51

    ଭଦ୍ରକ,୧୯/୦୯: ଭଦ୍ରକ ସହର ଅନ୍ତର୍ଗତ ଠାକୁର ଅନନ୍ତ ନାରାୟଣ ମାର୍ଗ, ନରିପୁର (ଅସ୍ତଳ) ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର ‘ଅନନ୍ତ ବ୍ରତ’ ଉପଲକ୍ଷେ ପ୍ରସିଦ୍ଧ ଠାକୁର ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଉତ୍ସବ, ଭଜନ ସମାରୋହ ଓ ବିଭିନ୍ନ କାର୍ଯ୍ୟକ୍ରମ ଆଠ ଦିନ ବ୍ୟାପୀ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ଉତ୍ସବ ସାର୍ବଜନୀନ ଓ ଗଣପର୍ବ ରୂପ ନେଇ ଶହେ ବର୍ଷରୁ ଉଦ୍ଧ୍ୱର୍ଧରି ଭକ୍ତି ଓ ନିଷ୍ଠାର ସହ ପାରମ୍ପରିକ ରୀତିରେ ପୁରଷାନୁକ୍ରମେ ପାଳିତ ହୋଇ ଆସୁଅଛି । ସାଳନ୍ଦୀ ନଦୀରେ କଳସ ବୁଡା ଯାଇ ଜଳ ଅଣାଯିବା ପରେ ଘଟ, ପୂଜା,ପାଠ, ହୋମ ଓ ପୂଜାର୍ଚ୍ଚନା ଆଦି ପ୍ରଭୁଙ୍କ ନୀତିକାନ୍ତି ପରମ୍ପରା ଅନୁଯାୟୀ ସମ୍ପନ୍ନ ହୋଇଥିଲା । ବାଙ୍ଗାଲୋର ଓ କୋଲକାତାରୁ ଆସିଥିବା କାରୀଗରଙ୍କ ଦ୍ୱାରା ବିଭିନ୍ନ କିସମର ସୁବାସିତ ପୁଷ୍ପମାଲ୍ୟରେ ବିଗ୍ରହଙ୍କୁ ସୁସଜ୍ଜିତ କରାଯାଇ ମନ୍ଦିରର ଶୋଭାବର୍ଦ୍ଧନ କରାଯାଇଥିଲା । ମହାପ୍ରଭୁଙ୍କ ‘ଅନନ୍ତ ଶୟନ’ ଦୃଶ୍ୟ ଚିତ୍ତାକର୍ଷକ ହୋଇଥିବାରୁ ଏହାକୁ ଦେଖିବା ପାଇଁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୂଜା ଦିନ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଅପରାହ୍ନ ଠାରୁ ତହିଁ ପରଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିଥିବାରୁ ଏହା ପ୍ରଭୁ ଅନନ୍ତଙ୍କର କୃପା ବୋଲି ଲୋକେ ମତ ଦିଅନ୍ତି । ମେଳାରେ ମନୋହରୀ ଦୋକାନ, ଆକର୍ଷଣୀୟ ଆଲୋକସଜ୍ଜା, ସୁଉଚ୍ଚ ତୋରଣ ଆଧ୍ୟାତ୍ମିକ ପରିବେଶକୁ ଭାବ ଗମ୍ଭୀର କରିଥିଲା । ପୂଜାରେ କୁଳ ପୁରୋହିତ ଗୋବର୍ଦ୍ଧନ ମିଶ୍ର, ପଣ୍ଡିତ ସହଦେବ ପଣ୍ଡା ପ୍ରମୁଖ ପୂଜାପାଠ କରିଥିଲେ । ଏଠାକୁ ବିଭିନ୍ନ ଅଞ୍ଚଳରୁ ଆସିଥିବା ବ୍ରତଧାରୀ ମହିଳମାନେ ଉପବାସ କରି ମନ୍ଦିରରେ ନାଗ ଓ ବ୍ରତପୂଜା କରିଥିଲେ । ଏହା ଏକ ସାର୍ବଜନୀନ ଗଣପର୍ବର ରୂପ ନେଇଥିବାରୁ ପ୍ରତିବର୍ଷ ପରି ଚଳିତ ବର୍ଷ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କୁ ଦର୍ଶନ କରି ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ । ମନ୍ଦିର ପ୍ରତିଷ୍ଠାତା ରାଜ୍ୟଗୋପବନ୍ଧୁ ପୁରସ୍କାରପ୍ରାପ୍ତ ସମାଜସେବୀ ସ୍ୱର୍ଗତ ସୁରେନ୍ଦ୍ର ଚନ୍ଦ୍ର ନାୟକ ଓ ସହଧର୍ମିଣୀ ୰ ହରିପ୍ରିୟା ନାୟକ ମୁଖ୍ୟ ସେବିକା ଭାବେ ଦୀର୍ଘ ବର୍ଷ ଧରି ପ୍ର୍ରଭୁଙ୍କୁ ପୂଜା କରି ଆସୁଥିଲେ । ପ୍ରଭୁ ଅନନ୍ତଙ୍କ ନିକଟରେ ଯିଏ ଯାହା ମାନସିକ କରେ ସେମାନଙ୍କର ମନକାମନା ପୂର୍ଣ୍ଣ ହୋଇଯାଏ ବୋଲି ବିଶ୍ୱାସ ରହିଥିବା କିମ୍ବଦନ୍ତୀ ରହିଛି । ଶହେବର୍ଷରୁ ଉଦ୍ଧ୍ୱର୍ ଧରି ଧର୍ମୀୟ ପରମ୍ପରାକୁ ନେଇ ଅନନ୍ତ ନାଗ ବ୍ରତ ପୂଜା ଉତ୍ସବ ପାଳନ ହୋଇ ଆସୁଥିବା ବେଳେ ୧୯୭୯ ମସିହାରେ ସ୍ୱପ୍ନାଦେଶ ହେବାରୁ ପବିତ୍ର ଅକ୍ଷୟ ତୃତୀୟାରେ ଅନନ୍ତ ଶଯ୍ୟା ବିଶିଷ୍ଟ ବିଗ୍ରହ, ମନ୍ଦିର ପ୍ରତିଷ୍ଠା ହୋଇ ଅଦ୍ୟାବଧି ଭକ୍ତି ନିଷ୍ଠାର ସହ ନରିପୁର ଅସ୍ତଳ ଗ୍ରାମରେ ଆଡମ୍ବର ସହକାରେ ଅଦ୍ୟାବଧି ପାଳିତ ହୋଇ ଆସୁଅଛି

EDITORS PICK

  • रामवृक्ष बेनीपुरी की पुण्यतिथि

    रामवृक्ष बेनीपुरी की पुण्यतिथि

    Veena Benipuri 2019-09-05 20:12:36

    सितंबर के हीं महीने में, ७ तारीख को बेनीपुरी जी की पुण्यतिथि मनाई जाएगी, तो स्वाभाविक रूप से उनकी याद में कुछ संस्मरण या स्मरण कर के उन्हें अपनी श्रद्धांजलि देने के लिए, कुछ बातें उनकी लेखनी की....

Helth

Home | Privacy Policy | Terms & Condition | Why RNI?
Positive SSL