HIGHLIGHTS


जनभागीदारी का संदेश–मेरा भी इसमें अंश लगा है, तो सुरक्षा की जिम्मेदारी मेरी भी होगी: तहसीलदार अल्का एक्का

Vivek Gupta 2020-08-01 18:04:37    STATE 1722
जनभागीदारी का संदेश–मेरा भी इसमें अंश लगा है, तो सुरक्षा की जिम्मेदारी मेरी भी होगी: तहसीलदार अल्का एक्का
खिरकिया, 1 अगस्त 2020, (आरएनआई)। छोटे-छोटे काम के लिए हमें सरकार की ओर देखना पड़ता है।आवश्यकता इस बात की है, कुछ कार्य हम जनभागीदारी से करा सकते हैं। इससे उसकी सुरक्षा भी बढ़ जाएगी उपरोक्त उद्गार तहसीलदार श्रीमती अल्का एक्का द्वारा पोखरनी हाई स्कूल की बाउंड्रीवाल की आधारशिला रखने के अवसर पर व्यक्त किए। श्रीमती एक्का ने कहा कि जनभागीदारी से यह संदेश हर व्यक्ति के बीच जाता है कि मेरा भी इसमें अंश लगा है,तो सुरक्षा की जिम्मेदारी मेरी भी होगी।उन्होंने कार्य की गुणवत्ता एवं समय सीमा कार्य पूर्ण करने के निर्देश सचिव श्री सुरेश राजपूत को दिए। इस अवसर पर सरपंच श्रीमती विद्या बाई प्राचार्य एवं विकास खंड शिक्षा अधिकारी श्री अजबसिंह राजपूत पर्यवेक्षक प्रौढ़ शिक्षा एवं नोडल अधिकारी जनसुनवाई उमाकांत वर्मा,सरपंच प्रतिनिधि जबरसिंह,बीएसी सुनील कुमार सोंधिया,अरविंद रावत, संजीव साहू जन शिक्षक, अरविंद अहिरवार,रुपेश मेहरा एवं अन्य उपस्थित रहे।




Related News

State

കോവിഡ് നിയന്ത്രണങ്ങള്‍ കാറ്റില്‍ പറത്തി സിപിഎം;നടപടിയെടുക്കണമെന്ന് ആവശ്യം ശക്തം!
Adarsh TS 2020-08-04 20:05:49
പ്രതിപക്ഷം നടത്തിയ സമരങ്ങളെ വിമര്‍ശിക്കുന്ന ഇടത് പക്ഷ നേതാക്കളും കോവിഡ് മാനദണ്ഡങ്ങള്‍ പാലിക്കുന്നില്ല എന്നതാണ് ഗൗരവകരം.ഭരണകക്ഷിയായത്‌ കൊണ്ടാകും സിപിഎം നേതാക്കള്‍ക്ക് കോവിഡ് പ്രോട്ടോക്കോള്‍ ബാധകമല്ലാത്തത്.
ପ୍ରଶାସନ ଶୁଣୁନାହିଁ.....ନିଜ ଗାଁ ରାସ୍ତା ମରାମତି କଲେ ବନ୍ତଳାବାସୀ
Laxmikanta Nath 2020-08-04 19:40:56
ଭଦ୍ରକ :ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଗାଁର ବିକାଶ କରିବାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରିଥିବାର ଡ଼ିଣ୍ଡିମ ପିଟୁଥିବାବେଳେ ଏବେ ବି ଜିଲ୍ଲାର ଅନେକ ଗାଁରେ ବିକାଶତ ଦୂରର କଥା ମୌଳିକ ସୁବିଧା ମଧ୍ୟ ଅପହଞ୍ଚ ରହିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ୪ନଂ ୱାର୍ଡ଼ର ଗାଁ ବନ୍ତଳା ଠାରେ । ଏଠି ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସବୁ ବ୍ୟବସ୍ଥା ଲୋକଙ୍କ ପାଇଁ ପାଲୋଟିଛି ସାତ ସପନ । ଏକ ଛୋଟିଆ ଗାଁ ବନ୍ତଳା ଯାହାର ଲୋକସଂଖ୍ୟା ପାଖାପାଖି ୭୦୦ । କାଦବରାଙ୍ଗ-ଆଡ଼ିଆ ଆରଡ଼ି ରାସ୍ତାକୁ ଏହି ଗାଁ ରାସ୍ତା ସଂଯୋଗ କରୁଛି । ଖରା ଦିନକୁ ଛାଡ଼ି ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ । ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇ ଆଦୈା ସମ୍ଭବ ନୁହେଁ ଯଦ୍ୱାରା ଦମକଳ କିମ୍ବା ଆମ୍ବୁଲାନ୍ସ ଖବର ପାଇ ଆସିଲେ ଗାଁ ମଧ୍ୟକୁ ପ୍ରବେଶ କରି ପାରିନଥାନ୍ତି । ଗାଁ ରୁ ଛାତ୍ରଛାତ୍ରୀ ଓ କୁନିକୁନି ପିଲାମାନେ ସ୍କୁଲ,କଲେଜ ତଥା ଅଙ୍ଗନବାଡ଼ି କେନ୍ଦ୍ରକୁ ଏହି ରାସ୍ତାଦେଇ ବିପଦ ସଙ୍କୁଳ ପରିସ୍ଥିତିରେ ପ୍ରତିଦିନ ଅଧ୍ୟୟନ ପାଇଁ ଆସିଥାନ୍ତି । ବର୍ତ୍ତମାନ ବର୍ଷା ଋତୁ ଚାଲୁଥିବାରୁ ଗାଁ ରାସ୍ତା ଅତି ଶୋଚନୀୟ ହୋଇପଡ଼ିଛି ଯଦ୍ୱାରା ଗ୍ରାମବାସୀମାନେ ଗମନାଗମନରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନିର୍ବାଚନ ପୂର୍ବରୁ ଏହି ରାସ୍ତାରେ ବିଧାୟକଙ୍କ ପାଣ୍ଠିରୁ ମୋରମ ବିଛାଯାଇଥିବାର ସୂଚନା ସ୍ଥାନୀୟ ବନ୍ତଳେଶ୍ୱର ଯୁବକ ସଂଘର ସଦସ୍ୟମାନେ ଦେବା ସହ ସମସ୍ୟାର ସମାଧାନ କରିବା ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ କିଶୋର ରାଉତ,କୈଳାସ ରାଉତ,ବସନ୍ତ ନାୟକ,ମହେନ୍ଦ୍ର ରାଉତ,ଦେବବ୍ରତ ଦାସ ଓ ବିଭୁତି ଭୁଷଣ ରାଉତ ପ୍ରମୁଖ ବାରମ୍ବାର ଦାବି କରି ଆସିବା ସହ ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇ ଆସୁଥିଲେ ସୁଦ୍ଧା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନ ନିଆ ଯିବାରୁ ଆଜି ବାଧ୍ୟ ହୋଇ ଗ୍ରାମବାସୀଙ୍କ ସମେତ ବନ୍ତଳେଶ୍ୱର ଯୁବକ ସଂଘର ସଦସ୍ୟମାନେ ମିଶି ରାସ୍ତା ମରାମତି କରୁଥିବାର ଦେଖିବାକୁ ମିଳିଛି । ଏବଂ ପ୍ରଶାସନ ଆଗାମୀ ଦିନରେ ଏହି ରାସ୍ତା ପ୍ରତି ଦୃଷ୍ଟି ନ ଦେଲେ ସେମାନେ ଆନ୍ଦୋଳନାତ୍ମକ ପନ୍ଧା ଅବଲମ୍ବନ କରିବେ ବୋଲି ପ୍ରକାଶ କରିଛନ୍ତି ।
ସ୍କୁଲ ଲାଗି ସଂରକ୍ଷିତ ଜାଗାରେ ପଂଚାୟତ ଗୃହ ନିର୍ମାଣ ପ୍ରସଙ୍ଗ ଉଚ୍ଚନ୍ୟାୟାଳୟ ଆଡ଼ଭୋକେଟ ଜେନେରାଲଙ୍କ ଜିଲାପାଳଙ୍କୁ ଜବାବ ତଲବ!!!
Laxmikanta Nath 2020-08-04 19:40:50
ଭଦ୍ରକ :ଭଦ୍ରକ ଜିଲା ବନ୍ତ ବ୍ଲକ ବଡବଡ଼ବର୍ଚ୍ଚିକୟାଁ ପଂଚାୟତରେ ସ୍କୁଲ ନିମନ୍ତେ ସଂରକ୍ଷିତ ଜାଗାରେ ପଂଚାୟତ ଗୃହ ନିର୍ମାଣରେ ଅନିୟମିତତାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଡ଼ବ୍ଲ୍ୟୁପି(ସି)୧୭୩୬୦/୨୦ ତା:୨୨/୭/୨୦ରେ ଏକ ଜନସ୍ୱାର୍ଥମାମଲା ଦାୟର କରାଯାଇ ରାଜ୍ୟ ସରକାର,ଓଡ଼ିଶା,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,ସଂପାଦକ,ଭୁବନେଶ୍ୱର,ଜିଲାପାଳ, ଭଦ୍ରକ,ଜିଲାଶିକ୍ଷା ଅଧିକାରୀ,ଭଦ୍ରକ,ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ,ଭଦ୍ରକ ଏବଂ ବ୍ଲକ ଉନ୍ନୟନ ଅଧିକାରୀ ,ବନ୍ତ,ଭଦ୍ରକଙ୍କୁ ପକ୍ଷ କରାଯାଇଥିଲା । ଏହି ମାମଲାକୁ ମାନ୍ୟବର ଉଚ୍ଚନ୍ୟାୟାଳୟ ଗ୍ରହଣ କରିବା ସହ ଉଚ୍ଚନ୍ୟାୟାଳୟ ଆଡ଼ଭୋକେଟ ଜେନେରାଲଙ୍କ କାର୍ଯ୍ୟାଳୟ ଚିଠି ନଂ -୧୨୩୬୫ ତା . ୩୦/୭/୨୦ରେ ଭଦ୍ରକ ଜିଲାପାଳଙ୍କୁ ଉକ୍ତ ମାମଲାର ସମସ୍ତ ଦସ୍ତାବିଜ ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ସହ ଏହାର ଏକକିତା ନକଲ ତହସିଲଦାର, ବନ୍ତ ଓ ବ୍ଲକ ଉନ୍ନୟନ ଅଧିକାରୀ, ବନ୍ତଙ୍କୁ ପ୍ରେରଣ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ: ପଂଚାୟତ ପୁନର୍ଗଠନ ଆଇନରେ ୨୦୧୬ ମସିହାରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ୩ଗୋଟି ନୂତନ ଗ୍ରାମପଂଚାୟତ ଗଠନ ଘୋଷଣା କରାଯାଇଥିଲା । ତନ୍ନମଧ୍ୟରୁ କାଦବରାଙ୍ଗ ପଂଚାୟତକୁ ଭାଗ କରାଯାଇ ନୂତନ ଭାବେ ବଡ଼ବର୍ଚ୍ଚିକୟାଁ ପଂଚାୟତ ଗଠନ କରାଯାଇଥିଲା । ନୂତନ ପଂଚାୟତ ଗଠନ ହେବାର ଇତି ମଧ୍ୟରେ ୩ବର୍ଷ ବିତିଯାଇଥିଲେ ସୁଦ୍ଧା ପଂଚାୟତ ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ହୋଇପାରିନାହିଁ । ଏଠାରେ ପ୍ରକାଶ ଥାଉକି : ପଂଚାୟତ କାର୍ଯ୍ୟାଳୟ ନିମନ୍ତେ ଜମି ଅଧିଗ୍ରହଣ କରାଯିବା ପରେ ୨୦୧୭-୧୮ ଆର୍ଥିକ ବର୍ଷରେ ଗୃହ ନିର୍ମାଣ ପାଇଁ ୩୪ଲକ୍ଷ ୭୦ହଜାର ଟଙ୍କା ମଂଜୁର ହୋଇଥିଲା । କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ମିଳିବା ସହିତ ୯୦ ଦିନ ମଧ୍ୟରେ ଏହି କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଉଲ୍ଲେଖ ରହିଥିଲା । ଅବଧି ସରିବାର ପ୍ରାୟ ୩ବର୍ଷ ପୁରିବା ପରେ ସୁଦ୍ଧା ଏହି ଗୃହ ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଥିଲା । ପରେ ଉକ୍ତ ଗୃହ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ବନ୍ତ ତହସିଲ ଅର୍ନ୍ତଗତ ବଡ଼ବର୍ଚ୍ଚିକୟାଁ ମୌଜାର ଖାତା ନଂ-୫୪୫(ରକ୍ଷିତ)/ଖତିୟାନ ନଂ-୯୭୬/ରକବା-ଏ୦.୫୦/କିସମ-ଉନ୍ନତ ଯୋଜନା ଯୋଗ୍ୟ(ବିଦ୍ୟାଳୟ ନିମନ୍ତେ ସଂରକ୍ଷିତ)ବୋଲି ଉଲ୍ଲେଖ କରାଯାଇଅଛି । ଏବଂ ଚଳିତ ମାସ ୯ତାରିଖ ସୁଦ୍ଧା ହସ୍ତଗତ ତଥ୍ୟ ଅନୁଯାୟୀ ଏ ଜାବତ କାହାରିକୁ ଉକ୍ତ ପ୍ଲଟ ଦିଆଯାଇନଥିବା ମଧ୍ୟ ଉଲ୍ଲେଖ ଅଛି । ବିଦ୍ୟାଳୟ ପାଇଁ ସଂରକ୍ଷିତ ଜାଗାରେ କିପରି ପଂଚାୟତ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବାସହ ଏହି ଅନିୟମିତତାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଡ଼ବ୍ଲ୍ୟୁପି(ସି)୧୭୩୬୦/୨୦ ତା:୨୨/୭/୨୦ରେ ଏକ ଜନସ୍ୱାର୍ଥମାମଲା ଦାୟର କରାଯାଇ ରାଜ୍ୟ ସରକାର,ଓଡ଼ିଶା,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,ସଂପାଦକ,ଭୁବନେଶ୍ୱର,ଜିଲାପାଳ, ଭଦ୍ରକ,ଜିଲାଶିକ୍ଷା ଅଧିକାରୀ,ଭଦ୍ରକ,ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ,ଭଦ୍ରକ ଏବଂ ବ୍ଲକ ଉନ୍ନୟନ ଅଧିକାରୀ ,ବନ୍ତ,ଭଦ୍ରକଙ୍କୁ ପକ୍ଷ କରାଯାଇଥିବା ଜଣାପଡ଼ିଥିଲା ଓ ଏନେଇ ବିଭିନ୍ନ ଗଣମାଧ୍ୟମରେ ବିସୃତ ଖବର ପ୍ରକାଶ ପାଇଥିଲା । ତା ପରେ ମଧ୍ୟ ସମସ୍ତ ନିୟମକୁ ଉଲଂଘନ କରି ତରବରିଆ ଭାବେ ବ୍ଲକ ପ୍ରଶାସନର ସମସ୍ତ ଅଧିକାରୀ ଓ ସ୍ଥାନୀୟ ସରପଂଚଙ୍କ ଉପସ୍ଥିତରେ ଗତ ସୋମବାର(୩୦/୭)ପଂଚାୟତ ଗୃହ ଛାତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।
ନିଷ୍କାସନ ହେଉନି ବର୍ଷାଜଳ,ପାଣି ଘେରରେ ସାହିବାସୀ
Laxmikanta Nath 2020-08-04 19:40:30
ଭଦ୍ରକ :ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଲୋକମାନଙ୍କର ମୈାଳିକ ସୁବିଧାରେ ସୁଧାର ଆଣିବାକୁ ଚେଷ୍ଟିତ ହେଉଥିବା ବେଳେ ଲୋକପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଓ ଅସହଯୋଗ ଯୋଗୁଁ ସେ ଏଥିରେ ସଫଳ ହୋଇପାରୁନଥିବା ପରିଲକ୍ଷିତ ହେଉଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଂଚାୟତ ୪ନଂ ୱାର୍ଡ଼ ଅନ୍ତର୍ଗତ ବିସଲକଣା ଗ୍ରାମର କିଛି ସାହିବାସୀଙ୍କ ଠାରେ । ସୂଚନା ଅନୁଯାୟୀ:ବିସଲକଣା ଗ୍ରାମର ଖିଲାରସାହୀ,ଖୁଣ୍ଟିଆସାହୀ ଓ ହରିଜନସାହୀ ଯାହାର ଲୋକ ସଂଖ୍ୟା ପାଖାପାଖି ୫୦୦ ହୋଇଥିବା ବେଳେ ଭୋଟର ସଂଖ୍ୟା ପାଖାପାଖି ୩୦୦ । କିନ୍ତୁ ଉକ୍ତ ସାହିରେ ଜଳନିଷ୍କାସନର ସୁବନ୍ଦୋବସ୍ତ ନଥିବାରୁ ବର୍ତ୍ତମାନ ଉକ୍ତ ସାହିବାସୀ ପାଣିଘେରରେ ରହିଥିବାର ଦେଖିବାକୁ ମିଳୁଛି । ସାହିବାସୀଙ୍କ ଅଭିଯୋଗ ଅନୁଯାୟୀ : ଗତ ୪ବର୍ଷହେବ ସେମାନେ ବର୍ଷାଋତୁ ଆସିଲେ ପାଣିଘେରରେ ରହିବାସହ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି ଏବଂ ଗତ ବର୍ଷ ମାର୍ଚ୍ଚମାସରେ ସମସ୍ୟାକୁ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହେବାପରେ ଜିଲାପାଳ ଏହାର ତଦନ୍ତ କରିଥିଲେ ସୁଦ୍ଧା ଅଦ୍ୟାବଧି କିଛି ସୁଫଳ ମିଳିପାରି ନାହିଁ । ବର୍ତ୍ତମାନ ବର୍ଷାଋତୁ ଚାଲିଥିବାରୁ ସାମାନ୍ୟ ବର୍ଷା ହେଲେ ସାହିବାସୀ ଜଳବନ୍ଦୀରେ ରହୁଛନ୍ତି । ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପାଇଁ ସେମାନଙ୍କୁ ଆଣ୍ଠୁଏ ପାଣିରେ ବିପଦ ସଙ୍ଗୁଳ ପରିସ୍ଥିତିରେ ଯାଆ ଆସ କରିବାକୁ ପଡ଼ୁଛି । କୁନିକୁନି ପିଲାମାନଙ୍କ ପାଇଁ ଏହା ବିପଦ ସୃଷ୍ଟି କରିବା ସହ ଡ଼େଙ୍ଗୁ ଆଦି ରୋଗର ଭୟ ସୃଷ୍ଟି କରୁଛି । କିଛି ପରିବାରର କହିବା ଅନୁଯାୟୀ ବର୍ଷାଜଳ ଠିକ୍ ଭାବେ ନିଷ୍କାସନ ହୋଇପାରୁନଥିବାରୁ ଏହା ତାଙ୍କ ପାଇଖାନା ଗୃହରେ ପସିବାଦ୍ୱାରା ସେମାନେ ଶୈାଚ ହେବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଆଉ କିଛି ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ ସାହିରେ ରାସ୍ତା ନିର୍ମାଣ ହେଉଛି କିନ୍ତୁ ଜଳନିଷ୍କାସନର ବନ୍ଦୋବସ୍ତ ହେଉ ନଥିବାରୁ ଏହିପରି ସମସ୍ୟା ସୃଷ୍ଟି ହେଉଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାହିବାସୀଙ୍କ ପକ୍ଷରୁ ଦାବୀ ହୋଇଛି ।
କେନ୍ଦ୍ର ଗୄହମନ୍ତ୍ରୀଙ୍କ ଆରୋଗ୍ୟ କାମନା
Laxmikanta Nath 2020-08-04 19:40:19
ବାସୁଦେବପୁର : କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ୍‌ ଶାହା କରୋନା ସଂକ୍ରମିତ କାରଣରୁ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି ବାସୁଦେବପୁର ସ୍ଥିତ ପ୍ରଭୁ ଶ୍ରୀରାମ ଙ୍କ ମନ୍ଦିର ନିକଟରେ ପୂଜାର୍ଚ୍ଚନା ଏବଂ ପ୍ରାର୍ଥନା କଲୁ।ବିଜେପି ନେତା ମାଧବାନନ୍ଦ ମଲ୍ଲିକ୍ .ଯୁବନେତା ଉଦୟନାରାୟଣ ମଲ୍ଲିକ୍ .ଗଦାଧର ପଲେଇ.ବିଶ୍ବନାଥ ବାରିକ୍ .ରମାକାନ୍ତ ସେଠି.ସୁବାସ ପ୍ରଧାନ ମିନତି ପାତ୍ର.ଶୁକାନ୍ତି ଦାସ.ମହେଶ୍ବର ଧଳ .ପଞାନନ ସେନାପତି.ରାଜେନ୍ଦ୍ର ବାରିକପ୍ରମୁଖ ଉପସ୍ଥିତ ଥିଲେ ।
ऐंचामऊ पुल, अर्जुनपुर पुल का जल्द निर्माण कराए उत्तर प्रदेश सरकार
Laxmi Kant Pathak 2020-08-04 18:42:11
हरदोई, 4 अगस्त 2020, (आरएनआई)। समाजवादी पार्टी के पिछड़ा वर्ग प्रकोष्ठ महासचिव संजय कश्यप, सपा नेता मुकुल सिंह आशा व निवर्तमान जिला अध्यक्ष यूथ ब्रिगेड रामज्ञान गुप्ता ने माधौगंज- सुरसा मार्ग पर शारदा नहर पर ऐंचामऊ पूरी तरीके से क्षतिग्रस्त है शासन और प्रशासन की घोर लापरवाही के चलते कल दो लोगों की नहर में गिर कर मृत्यु हो गई। पुल क्षतिग्रस्त होने से पिछले 20 सालों से लगातार क्षेत्रवासियों को परेशानी का सामना करना पड़ रहा है। वहीं सवायजपुर विधानसभा के अंतर्गत बड़ागांव अर्जुनपुर पुल में पुल न होने के कारण कई बड़े हादसे हो चुके हैं रामगंगा नदी के ऊपर पुल ना होने के कारण कई बार दुर्घटनाएं हुई। लगभग 20 वर्ष पहले नाव पलटने से 15-16 लोगों की जान चली गई फिर इसके बाद कई और अन्य घटनाएं हुई इससे पहले भी कई बार इस पुल को बनवाने को लेकर मांग की जा चुकी है लेकिन उत्तर प्रदेश के सरकार चुप्पी साधे बैठी है हम सब समाजवादी लोग मांग करते हैं कि इस पुल व ऐंचामऊ पुल का निर्माण कराया जाएं जिससे कि वहां के निवासियों को परेशानी न झेलनी पड़े उत्तर प्रदेश सरकार का सबसे बड़ा दावा गड्ढा मुक्त सड़कें जोकि खोखला साबित हुआ जनपद के अधिकतर सड़कें गड्ढा युक्त हैं हरपालपुर से बड़ागांव रोड, हरपालपुर से चौसर मार्ग होते हुए श्रीमऊ कुसुमखोर पुल तक पूरा सड़क मार्ग गड्ढा युक्त है, मेहंदी खेड़ा- भगतपुर संपर्क मार्ग पूरी तरीके से ध्वस्त है इस मार्ग के टूटे होने की वजह से लगभग 70 हजार लोगों को परेशानी झेलनी पड़ रही है, बघौली से प्रताप नगर चौराहा मार्ग, सेमरा चौराहा से खजूरमई तिराहा मार्ग, पिहानी से शाहाबाद मार्ग, पिहानी से गोपामऊ मार्ग, हरदोई- बिलग्राम मार्ग पर बिलग्राम पावर हाउस के सामने बहुत बड़े बड़े गड्ढे हैं जिससे कि राहगीरों को कठिनाइयों का सामना करना पड़ता है जनपद को जोड़ने वाले अधिकतर मार्ग गड्ढा युक्त हैं जिससे जनपद में समस्या उत्पन्न हैं।
कोरोना संक्रमित व्यक्ति के पारिवारिक एवं अन्य लोगों के सम्पर्क में आने वालों की प्राथमिकता पर कोरोना जांच करायें :- जिलाधिकारी
Laxmi Kant Pathak 2020-08-04 18:39:47
हरदोई, 4 अगस्त 2020, (आरएनआई)। कोरोना वायरस की रोकथाम के सम्बन्ध में कलेक्टेªट सभागार में आहूत बैठक में जिलाधिकारी पुलकित खरे ने एल-1, एल-2 अस्पतालों में भर्ती मरीजों एवं व्यवस्थाओं, होम आईसोलेशन मरीजों, प्रतिदिन की जा रही टेस्टिंग, एम्बुलेंस की उपलब्धता आदि कार्यो की विस्तार से समीक्षा की। बैठक में जिलाधिकारी ने मुख्य चिकित्साधिकारी डा0 सूर्यमणि त्रिपाठी को निर्देश दिये कि नगर में जांच की टीमों की संख्या बढ़ायें और टीमों में आयुर्वेदिक के चिकित्सक एवं अन्य कर्मचारियों को भी प्रशिक्षण देकर लगायें साथ ही कोरोना संक्रमित व्यक्ति के पारिवारिक एवं अन्य लोगों के सम्पर्क में आने वालों की जानकारी प्राप्त कर उनकी प्राथमिकता पर कोरोना जांच करायें।
സംസ്ഥാനത്ത് 1083 പേര്‍ക്ക് കൂടി കോവിഡ്-19 സ്ഥിരീകരിച്ചു!
Adarsh TS 2020-08-04 18:32:38
തിരുവനന്തപുരം: കേരളത്തില്‍ ഇന്ന് 1083 പേര്‍ക്ക് കോവിഡ്-19 സ്ഥിരീകരിച്ചതായി ആരോഗ്യ വകുപ്പ് മന്ത്രി കെ.കെ. ശൈലജ ടീച്ചര്‍ അറിയിച്ചു. തിരുവനന്തപുരം ജില്ലയില്‍ നിന്നുള്ള 242 പേര്‍ക്കും, എറണാകുളം ജില്ലയില്‍ നിന്നുള്ള 135 പേര്‍ക്കും, മലപ്പുറം ജില്ലയില്‍ നിന്നുള്ള 131 പേര്‍ക്കും, ആലപ്പുഴ ജില്ലയില്‍ നിന്നുള്ള 126 പേര്‍ക്കും, കോഴിക്കോട് ജില്ലയില്‍ നിന്നുള്ള 97 പേര്‍ക്കും, കാസര്‍ഗോഡ് ജില്ലയില്‍ നിന്നുള്ള 91 പേര്‍ക്കും, തൃശൂര്‍ ജില്ലയില്‍ നിന്നുള്ള 72 പേര്‍ക്കും, പാലക്കാട് ജില്ലയില്‍ നിന്നുള്ള 50 പേര്‍ക്കും, കണ്ണൂര്‍ ജില്ലയില്‍ നിന്നുള്ള 37 പേര്‍ക്കും, പത്തനംതിട്ട ജില്ലയില്‍ നിന്നുള്ള 32 പേര്‍ക്കും, കൊല്ലം ജില്ലയില്‍ നിന്നുള്ള 30 പേര്‍ക്കും, ആഗസ്റ്റ് ഒന്നിന് മരണമടഞ്ഞ തിരുവനന്തപുരം കല്ലിയൂര്‍ സ്വദേശി ജയനാനന്ദന്‍ (53), കോഴിക്കോട് പെരുവയല്‍ സ്വദേശി രാജേഷ് (45), ആഗസ്റ്റ് രണ്ടിന് മരണമടഞ്ഞ എറണാകുളം കുട്ടമശേരി സ്വദേശി ഗോപി (69), എന്നിവരുടെ പരിശോധനാഫലം കോവിഡ്-19 മൂലമാണെന്ന് എന്‍ഐവി ആലപ്പുഴ സ്ഥിരീകരിച്ചു. ഇതോടെ ആകെ മരണം 87 ആയി. ഇത് കൂടാതെ ഉണ്ടായ മരണങ്ങള്‍ എന്‍ഐവി ആലപ്പുഴയിലെ പരിശോധനയ്ക്ക് ശേഷം സ്ഥിരീകരിക്കുന്നതാണ്.
പി എസ് സി നിയമനങ്ങളെക്കുറിച്ച് സർക്കാർ ധവളപത്രമിറക്കണമെന്ന് യുവമോര്‍ച്ച!
Adarsh TS 2020-08-04 18:20:41
കണ്ണൂര്‍:3 കോടി അപേക്ഷകളാണ് വിവിധ തസ്തിക കളിലേക്ക് ലഭിച്ചത് എന്ന് psc തന്നെ വ്യക്തമാകുന്നുണ്ട് അപേക്ഷകരുടെ എണ്ണമാകട്ടെ 40 ലക്ഷത്തിൽ കൂടുതലാണ്.ഈ സാഹചര്യത്തിൽ പോലും റാങ്ക് ലിസ്റ്റുകളിൽ നിന്ന് യഥാസമയം നിയമനം നടത്താനോ ഒഴിവുകൾ കൃത്യമായി റിപ്പോർട്ട് ചെയ്യാനോ സർക്കാർ ഒരുക്കമല്ല. ചരിത്രത്തിലാദ്യമായി ഏറ്റവും കൂടുതൽ വിരമിക്കൽ ഉണ്ടായിട്ടു പോലും നാമമാത്രമായ നിയമനങ്ങൾ മാത്രം നടത്തി പലലിസ്റ്റുകളുടെയും കാലാവധി അവസാനിക്കുകയാണ്.
स्कूल मैनेजर के आगे पालिका प्रशासन ने टेके घुटने
Ram Prakash Rathore 2020-08-04 17:22:57
शाहाबाद, 4 अगस्त 2020, (आरएनआई)। हर बार की तरह इस बार भी पालिका प्रशासन ने एक दबंग स्कूल मैनेजर के आगे घुटने टेक दिए । और वापस लौट चला। निर्माण कार्य में बाधा पैदा होने के बाद पालिका प्रशासन ने उस काम को छोड़ देना ही मुनासिब समझा। कभी भी उस काम को आगे करने की नहीं सोची। पालिका प्रशासन को इस बात से भी मतलब नहीं रहा कि उसके नागरिकों के सामने इस रुके हुए निर्माण कार्य से कितनी दुश्वारियां पैदा होगी? पालिका की ओर से पानी निकास के लिए मलिकापुर रोड पर लगभग डेढ़ सौ मीटर नाला निर्माण कार्य किया जा रहा था। नालंदा शिक्षण संस्थान के प्रबंध तंत्र ने गेट के आगे दो पिलर खड़े करके न केवल अपनी दबंगई दिखाई। बल्कि पालिका प्रशासन को आगे नाला निर्माण का कार्य न करने की धमकी भी दी। बस फिर क्या था गीदड़ धमकियों से हमेशा सहमें रहने वाला पालिका प्रशासन बैकफुट पर आ गया। और वहीं से नाला निर्माण का कार्य छोड़ कर वापस हो गया। बरसात के चलते इस अधूरे नाले का पानी सड़कों पर बह रहा है। जिससे जल्दी ही 9 लाख रुपए की लागत से बनी सड़क टूट रही है । आने जाने वाले राहगीरों को काफी दिक्कतें हो रही हैं। सबसे ज्यादा दुश्वारियां तो मलिकापुर निवासियों के सामने खड़ी हैं। लेकिन पालिका प्रशासन टस से मस नहीं हो रहा है। इससे पूर्व भी भी स्कूल मैनेजर ने अपनी दबंगई का प्रदर्शन करते हुए सड़क पर पिलर खड़े करने की कोशिश की थी। लेकिन मलिकापुर निवासियों ने वह सभी पिलर तोड़ दिए थे।
NHRC Sought ATR over Plight of Transgenders in India
Laxmikanta Nath 2020-08-04 17:09:30
The National Human Rights Commission (NHRC) has sought for an Action Taken Report (ATR) from the Chief Secretaries of all the States and Union Territories of India over the plight of transgenders .
ରକ୍ଷା ବନ୍ଧନରେ ବାନ୍ଧି ହେଲେ ବୃକ୍ଷ
Laxmikanta Nath 2020-08-04 17:09:20
ଛତ୍ରପୁର : ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ଭିନ୍ନ ଢଙ୍ଗରେ ପବିତ୍ର ରକ୍ଷା ବନ୍ଧନ ପାଳନ କରାଯାଇଛି ।ଏହି ରକ୍ଷା ବନ୍ଧନରେ ସଦସ୍ୟ ମାନେ ବୃକ୍ଷକୁ ସୁରକ୍ଷା କରିବା ନିମନ୍ତେ ସଂକଳ୍ପ କରିବା ସହ ରକ୍ଷା ଡୋର ବାନ୍ଧି ଥିଲେ । ଆବାହମାନ କାଳରୁ ବିପଦ ଆପଦରେ ସୁରକ୍ଷା ନିମନ୍ତେ ଭଉଣୀ ତା ଭାଇ ହାତରେ ରକ୍ଷା ଡୋର ବାନ୍ଧିଆସୁଛି । ବର୍ତ୍ତମାନ ସାରା ବିଶ୍ବରେ ଯେଭଳି ଅଭାବନୀୟ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି ତାର ପ୍ରଶମନ ନିମନ୍ତେ ବୃକ୍ଷର ସୁରକ୍ଷା ଅପରିହାର୍ଯ୍ୟ ତେଣୁ ଏହାର ସୁରକ୍ଷା ସଙ୍କଳ୍ପ ପୂର୍ବକ ସବୁଜ ବାହିନୀର ସଦସ୍ୟ ମାନେ ଗଛକୁ ରକ୍ଷା ବାନ୍ଧି ଭିନ୍ନ ଢଙ୍ଗରେ ରକ୍ଷା ବନ୍ଧନ ପାଳିଛନ୍ତି । ସବୁଜ ବାହିନୀ ତରଫରୁ ପୂର୍ବରୁ ବିଭିନ୍ନ ବିପର୍ଯ୍ୟୟରେ ସୁରକ୍ଷା ପ୍ରଦାନ କରାଯାଇଥିବା ହରିଡାଖଣ୍ଡି ମୁଖ୍ୟରାସ୍ତା,ଗାନ୍ଧି ନଗର ,ପଞ୍ଚୁ ଦେବାଳୟ ମଠ,ବ୍ୟାଙ୍କ କଲୋନୀ,ପୁରୁଣା ବ୍ରହ୍ମପୁର ହାଇସ୍କୁଲ ନିକଟରେ ଥିବା ବୃକ୍ଷରେ ରକ୍ଷା ଡୋର ବାନ୍ଧି ଥିଲେ ।
ବିଶ୍ଵ ସଂସ୍କୃତି ଦିବସ ଅବସରରେ ବିଶ୍ଵ କଲ୍ୟାଣ ଭଜନ ସଭା
Laxmikanta Nath 2020-08-04 17:09:11
ଛତ୍ରପୁର : ରାଜ୍ୟର ସର୍ବବୃହତ୍ କଳାକାର ସଂଗଠନ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ତରଫରୁ ସ୍ଥାନୀୟ ପାତାଳେଶ୍ଵର ମନ୍ଦିର ପରିସରରେ ପାତାଳେଶ୍ଵର ଭଜନ ସଂଘର ଏକଚତ୍ଵାରିଂଶତ ତମ ପ୍ରତିଷ୍ଠା ଦିବସ ଏବଂ ବିଶ୍ଵ ସଂସ୍କୃତି ଦିବସ କରୋନା ମହାମାରୀ ଜନିତ ପ୍ରଶାସନ କଟକଣାକୁ ଦୃଷ୍ଟିରେ ରଖି କେବଳ ବିଧି ରକ୍ଷା ଉଦ୍ଦେଶ୍ୟରେ ଅତି ସଂକ୍ଷେପ ଭାବରେ ପାଳନ କରାଯାଇଛି । ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ତତ୍ତ୍ଵାବଧାନରେ ସଙ୍ଗୀତଜ୍ଞ ଲକ୍ଷ୍ମୀ ନାରାୟଣ ସାମଲ, ଯନ୍ତ୍ରସଙ୍ଗୀତବିତ୍ ନୀଳମାଧବ ଜେନା ଓ କନ୍ଧ ନାୟକ ଏବଂ କଣ୍ଠଶିଳ୍ପୀ ଭଗବାନ ସାମଲ ବିଶ୍ଵ କଲ୍ୟାଣାର୍ଥେ ଭଜନ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭଜନ ସଂଘ ସଦସ୍ୟ ଶ୍ରୀନିବାସ ରାଓ କଳାକାର ମାନଙ୍କ ହସ୍ତରେ ରକ୍ଷା ବନ୍ଧନ ପୂର୍ବକ ସ୍ଵାଗତ ଜଣାଇଥିଲେ ଏବଂ ପରିଶେଷରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଶାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ମୋବାଇଲ୍ କନ୍ଫରେନ୍ସିଙ୍ଗ୍ ବ୍ୟବସ୍ଥା କ୍ରମରେ ଉଭୟ ଅନୁଷ୍ଠାନର ସଦସ୍ୟ-ସଦସ୍ୟା ମାନେ କାର୍ଯ୍ୟକ୍ରମ ଉପଭୋଗ କରିବା ସହ ବିଶ୍ଵ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଥିଲେ । ରିପୋର୍ଟ-ପ୍ରିୟବ୍ରତ ପଣ୍ଡା
ଟ୍ରାକ୍ଟର ଧକ୍କାରେ ଅଳ୍ପକେ ବର୍ତିଲେ ସ୍ଥାନୀୟ ଲୋକେ , ୩ଟି ବାଇକ ଓ ଗୋଟିଏ ସାଇକେଲ ଚୁରମାର ।।
Laxmikanta Nath 2020-08-04 17:09:01
ଛତ୍ରପୁର : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବାଙ୍କ ବଜାର ନିକଟରେ ଏକ ଟ୍ରାକ୍ଟର ଧକ୍କାରେ ରାସ୍ତା କଡ ତଥା ନିଜ ଘର ପାଖରେରେ ପାର୍କିଂ ହୋଇଥିବା ସ୍ଥାନୀୟ ଲୋକଙ୍କ ୩ ଟି ବାଇକ ଓ ଗୋଟିଏ ସାଇକେଲ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଲକ ଡାଉନ ଯୋଗୁଁ ଲୋକମାନେ ଘରେ ଥିବାରୁ କେହି ମୃତାହତ ହୋଇନଥିବା ଜଣା ପଡିଛି ।ଖବରରୁ ଜଣା ପଡିଛି ଯେ,ବେଲଗୁଣ୍ଠା ଧୋବାସାହିର ପାଣ ପାତ୍ରଙ୍କ ଟ୍ରାକ୍ଟର (ଓଆର ୦୭ଡବ୍ଲୁ ୦୦୭୦ )କୁ ତାଙ୍କ ଡ୍ରାଇଭର ବେଲଗୁଣ୍ଠା ଖଦାଳ ସାହିର ରାଜେନ୍ଦ୍ର ନାଇକ ଚଲାଉଥିଲେ ।ଆଜି ସେ ମଦ୍ୟପାନ କରି ଡ୍ରାଇଭିଂ କରି ଟ୍ରାକ୍ଟରକୁ ନେଇ ଦ୍ରୁତ ଗତି ରେ ପ୍ରଥମେ ପେଣ୍ଠ ସାହି ରୁ ବାଙ୍କବଜାର ଏବଂ ପୁଣି ବାଙ୍କ ବଜାର ଖଦାଳ ସାହି ନିକଟରୁ ବୁଲାଇ ପେଣ୍ଠ ସାହି ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ରାକେଶ କୁମାର ସାହୁଙ୍କ ବଜାଜ ଅଭେଞ୍ଜର ମଟର ସାଇକେଲ (ଓଡି ୦୭ଏଲ ୬୧୨୮) କୁ ପ୍ରଥମେ ଟ୍ରାକ୍ଟରଟି ମାଡି ଯାଇଥିଲା ଫଳରେ ବାଇକଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଥିଲା ପରେ ପୁଣି ଲବ ପାତ୍ରଙ୍କ ଏକ ସାଇକେଲ ଏବଂ ସିଡ଼ି ଡିଲକ୍ସ ମଟର ସାଇକେଲ(ଓଆର ୨୫ ବି ୮୦୮୨ ) ଉପରେ ମାଡିଯିବା ଫଳରେ ଏହି ଗାଡି ଓ ସାଇକେଲ ସଂପୂର୍ଣ୍ଣ ରୂପେ ଚୁରମାର ହୋଇଯାଇଥିଲା ଏବଂ ନିକଟରେ ଥିବା ବିନାୟକ ସିନ୍ଧେ ଙ୍କ ସ୍ପ୍ଲେଣ୍ଡର ପ୍ଲସ (ଓ ଆର ୦୭ଏ ଏ୩୬୦୪ ) କୁ ଧକ୍କା ଦେବାରୁ ଏହା ମଧ୍ୟ ଆଂଶିକ ଭାଙ୍ଗିଥିବା ଜଣାପଡିଛି । ଟ୍ରାକ୍ଟର ଏକ ଦୋକାନ ନିକଟ କୁ ମାଡିଯାଇଥିଲା ।ଟ୍ରାକ୍ଟରଟିରେ ଜମିରେ ଚାଷ କରିବା ପାଇଁ ବ୍ୟବହୃତ ହେଉଥିବା ଲୁହାର ଚାଷ ଉପକରଣ ଲାଗିଥିଲା ।ବାଙ୍କବଜାର ବେଲଗୁଣ୍ଠାର ବ୍ୟବସାୟୀକ ଅଞ୍ଚଳ ହୋଇଥିଲେ ମଧ୍ୟ ଲକ ଡାଉନ ଯୋଗୁଁ ଲୋକେ ଘରେ ଥିଲେ ଏବଂ ସମସ୍ତ ଦୋକାନ ବଜାର ବନ୍ଦ ଥିଲା ।ଯାହା ଫଳରେ ଲୋକେ ଏକ ନିଶ୍ଚିତ ଦୁର୍ଘଟଣା ରୁ ବଞ୍ଚିଲେ ବୋଲି ଆଲୋଚନା ହେଉଛି ।ଖବର ପାଇ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଗାଡିମାଲିକଙ୍କୁ ଡକାଇ ଗାଡିକୁ ଫାଣ୍ଡିକୁ ଆଣି ଗାଡିକୁ ଅଟକ ରଖିଛନ୍ତି ।ଦୁର୍ଘଟଣା ଘଟାଇ ଥିବା ଡ୍ରାଇଭରଟି ଦୁର୍ଘଟଣା ଘଟାଇବାର କିଛି ସମୟ ପର୍ଯ୍ୟନ୍ତ ସେଠାରେ ରହି କେଉଆଡେ ଚାଲିଯାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ ।ରିପୋର୍ଟ-ପ୍ରିୟବ୍ରତ ପଣ୍ଡା
ଖୁବ୍ ଶୀଘ୍ର ଏମ୍.କେ.ସି.ଜି.ରେ ପ୍ଲାଜମା ସଂଗ୍ରହ ଆରମ୍ଭ ହେବ - ଜିଲ୍ଲାପାଳ
Laxmikanta Nath 2020-08-04 16:36:19
ଛତ୍ରପୁର : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ସହ କୋଭିଡ୍ – ୧୯ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ଓଡିଶା ମୋ ପରିବାର ତରଫରୁ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ୪ର୍ଥ ଦିବସ
Laxmikanta Nath 2020-08-04 16:36:15
ଛତ୍ରପୁର: ସ୍ଥାନୀୟ ସହରରେ ଓଡ଼ିଶା ମୋ ପରିବାର ତରଫରୁ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ହୋଇଥିବା ରକ୍ତଦାନ କାର୍ଯ୍ୟକ୍ରମର ଆଜି ଚତୁର୍ଥ ଦିବସ ଶେଷ ହୋଇଛି । ବ୍ରହ୍ମପୁର ବିଧାୟକଙ୍କ ଆହ୍ୱାନ କ୍ରମେ ମହାମାରୀ ସମୟରେ ରକ୍ତଅଭାବ ଦୂରକରିବା ପାଈଁ ରକ୍ତଦାନ କରି ସାହାସୀକତାର ପରିଚୟ ଦେଇଥିବା ଆଜିର ସମସ୍ତ ରକ୍ତଦାତା ମାନଙ୍କୁ ବିଧାୟକ ବିକ୍ରମ କୁମାର ପଣ୍ଡା ହାର୍ଦିକ ଅଭିନନ୍ଦନ ଜଣାଇଛନ୍ତି । ରକ୍ତ ଅଭାବ ଦୂରହେବ ପର୍ଯ୍ୟନ୍ତ ଦୀର୍ଘଦିନ ଧରି ଏହି କାର୍ଯ୍ୟକ୍ରମ ବିଧାୟକଙ୍କ ବାସଭବନ ଗଜପତି ନଗର ଠାରେ ଯାରି ରହିବ | କୋଭିଡ ନିର୍ଦେଶାବଳୀ ପାଳନ ପୂର୍ବକ, ସାମାଜିକ ଦୂରତା ରକ୍ଷାକରି ବିଧାୟକ ଶ୍ରୀ ପଣ୍ଡାଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଆଜିର ରକ୍ତଦାନ ଶିବିରରେ ୨୦ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ ହୋଇଛି | ଏହି ଶିବିର ପ୍ରତ୍ୟହ ଅପରାହ୍ନ ରେ ଅନୁଷ୍ଠିତ ହେବ |ଏଣୁ ଇଛୁକ ବ୍ୟକ୍ତି ବିଶେଷଙ୍କୁ ଅନୁରୋଧ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବେ ।ରିପୋର୍ଟ-ପ୍ରିୟବ୍ରତ ପଣ୍ଡା
ଗଞ୍ଜାମ ରେ ୫ଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଶୁଭାରମ୍ଭ ।
Laxmikanta Nath 2020-08-04 16:36:10
ଛତ୍ରପୁର : ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ୫ ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍ ର ଶୁଭାରମ୍ଭ କରିଛନ୍ତି । ଟାଟା ଷ୍ଟିଲ୍ ଏସ୍.ଇ.ଜେଡ୍. ଯୋଜନାରୁ ଏହି ୫ ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଜିଲ୍ଲା ପ୍ରଶାସନ ଦ୍ବାରା ପରିଚାଳନା କରାଯିବ । ଏହି ଭ୍ରାମ୍ୟମାଣ ମୋବାଇଲ୍ ସେବାରେ ଡାକ୍ତର, ଫାର୍ମାସିଷ୍ଟ, ସ୍ବାସ୍ଥ୍ୟକର୍ମୀ ସେବା ଯୋଗାଇବେ । ଟାଟା ଦ୍ବାରା ପ୍ରଦତ୍ତ ଏହି ୫ ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍ ଗୁଡିକରେ ଅକ୍ସିଜେନ୍ ସୁବିଧା ରହିଛି । ଏହା ମୋବାଇଲ୍ କ୍ଲିନିକ୍ ଭଳି କାର୍ଯ୍ୟ କରିବ । ସାଧାରଣ ଚିକିତ୍ସା ମଧ୍ୟ ଏହି ଭ୍ୟାନ୍ ରୁ ମିଳିପାରିବ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ . । ଛତ୍ରପୁର, ଭଞ୍ଜନଗର ଓ ବ୍ରହ୍ମପୁର ଉପଖଣ୍ଡକୁ ଗୋଟିଏ ଲେଖାଏଁ ଭ୍ୟାନ୍ ଓ ବ୍ରହ୍ମପୁର ମହାନଗର ଅଞ୍ଚଳବାସୀଙ୍କ ନିମନ୍ତେ ଦୁଇଗୋଟି ଭ୍ୟାନ୍ ସେବା ଯୋଗାଇଦେବ ।
ନକଲି ଗୁଟୁଖା ଫେକ୍ଟ୍ରି ଉପରେ ଚଢ଼ାଉ
Laxmikanta Nath 2020-08-04 16:36:06
ବ୍ରହ୍ମପୁର:ବ୍ରହ୍ମପୁର ସହର ନିକଟସ୍ଥ ସଦର ଥାନା ଅଧୀନ ବୁଢ଼ୀଘରା ଠାକୁରାଣୀ ନିକଟରେ ଥିବା ରାମଚନ୍ଦ୍ର ପୁର ର ଏକ ଫେକ୍ଟ୍ରି ରେ ଚାଲିଥିଲା କୋଟି କୋଟି ଟଙ୍କା ର ନକଲି ଗୁଟୁଖା ଫେକ୍ଟ୍ରି ,ଏଇ କିଛି ଦିନ ପୂର୍ବରୁ ବ୍ରହ୍ମପୁର ଉପଜିଲ୍ଲାପାଳ ନିଜେ ପହଞ୍ଚି ଦୁଇଟି ଜାଗାରେ ଆତର୍କିତ ପୁଡ଼ିଆ ଫେକ୍ଟ୍ରି ଜବତ କରିବା ପରେ ସଦର ଥାନା ର ମୁଣ୍ଡ ବ୍ୟଥା ର କାରଣ ପାଲଟି ଥିଲା।ତେଣୁ ନିଜକୁ ସଚୋଟ ଦେଖେଇବା ପାଇଁ ବର୍ତ୍ତମାନ ସଦର ଥାନା ବିଭିନ୍ନ ଜାଗାରେ ଚଢ଼ାଉ ଚଳେଇଛି।ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ସଦର ଥାନା ଠାରୁ ମାତ୍ର ତିନି କିଲୋମିଟର ଦୂରରେ ଥିବା ଗୁଟୁଖା ଫେକ୍ଟ୍ରି ବିଷୟରେ କିଛି ଜାଣିନଥିଲା ନା ମଧୁଚନ୍ଦ୍ରିକାରେ ଚାଲିଥିଲା ତାହା ବର୍ତ୍ତମାନର ବଡ଼ ପ୍ରଶ୍ନ ,,,,,ତେଲ ତେଲି ସବୁ ଏକାଠି,,,,, ଉପଜିଲ୍ଲାପାଳଙ୍କ ସଦର ଥାନା ଅନ୍ତର୍ଗତ ପୁଡ଼ିଆ ଫେକ୍ଟ୍ରି ରେ ଜବତ କରିବା ପରେ ଲୋକ ଲଜ୍ୟା ହେତୁ ସଦର ଥାନା ପକ୍ଷରୁ ଏବେ ଚଢ଼ାଉ କରୁଥିବା ଲୋକମାନେ ଟୁପୁରୁ ଟାପୁର ହେଉଥିବା ଖବର ମିଳୁଛି।ଏବଂ ଉକ୍ତ ପୁଡ଼ିଆ ଫେକ୍ଟ୍ରି ଉପରେ ସହଯୋଗ ରଖି ପୋଲିସ ଏବଂ ଫେକ୍ଟ୍ରି ମାଲିକ ମଧ୍ୟରେ ଉତ୍ତମ ବୁଝାମଣା କରାଇଥିଲେ ବୋଲି ଚର୍ଚ୍ଚା ଜୋର ଧରିଛି।କୌଣସି ଏକ ମୁଷ୍ଟିମେୟ ନେତା କୁକୁଡ଼ା ଖଣ୍ଡି ବ୍ଲକ ର ବୋଲି ଶୁଣିବାକୁ ମିଳୁଛି।ବର୍ତ୍ତମାନର ଚଢ଼ାଉ ପରେ ନେତାଙ୍କ ମନରେ ଛନକା ପସିଯାଇଛି।ଚାଲିଥିବା ସଲା ସୁତରାକୁ ବ୍ରହ୍ମପୁର ଉପଜିଲ୍ଲାପାଳ ପର୍ଦ୍ଧାଫାସ କରିଦେଲେ।ଏଠି ଲକ୍ଷ ଲକ୍ଷ ଟଙ୍କା ପୋଲିସ ପାଉଥିବା ବେଳେ ବର୍ତ୍ତମାନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ପରେ ସଦର ଥାନା ର ଚେତା ପଶିଛି।ଏବଂ ପୁଡ଼ିଆ ଫେକ୍ଟ୍ରି ଜବତ କରିବା ସହ ମାଲିକ ନରେନ୍ଦ୍ର ସାହୁ କୁଁ ଅଟକ ରଖି କୋହଳ ଦଫା ଲଗେଇ ତଦନ୍ତ ଚଳେଇଥିବା ଜଣା ପଡୁଛି।ରିପୋର୍ଟ: ପ୍ରଫୁଲ୍ଲ ସାବତ।
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।
Laxmikanta Nath 2020-08-04 16:36:01
ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କୁମାରପୁର କାଁଥିପୁର ଆଡ଼ିଆ ଝାଉଁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ସେହି ଗାଁର ବେଣୁଧର ମାଝୀଙ୍କ ପୁଅ କୈଳାଶ ମାଝୀ। ଆଜି କିଛି ଲୋକ ସ୍ଥାନୀୟ ଜଙ୍ଗଲ ନିକଟକୁ ଶୌଚ ହେବାକୁ ଯାଇଥିବାବେଳେ ମୃତଦେହକୁ ଦେଖି ପୁଲିସ ଓ ପରିବାରକୁ ଖବର ଦେଇଥିଲେ। ମୃତଦେହ ଦେଖିବାକୁ ବହୁ ଲୋକ ରୁଣ୍ଡ ହେଇଥିଲେ। ଖବର ଅନୁଯାୟୀ, କୈଳାଶ ବାଙ୍ଗାଳୁରୁ ରେ ରହି କାର୍ଯ୍ୟ କରୁଥିଲେ। ହେଲେ କୋରନା ପାଇଁ ସେ ଲକଡାଉନ ପୂର୍ବରୁ ସେ ଘରକୁ ଫେରିଥିଲେ। ଅନ୍ୟ ପକ୍ଷରେ ଜମିଜମାକୁ ନେଇ ପାରିବାରିକ ଗଣ୍ଡଗୋଳ ଲାଗି ରହୁଥିଲା। ଗତକାଲି ମଧ୍ୟ ପାରିବାରିକ ଗଣ୍ଡଗୋଳ ଘଟିଥିଲା ବୋଲି ସୂଚନା ମିଳିଛି। ତେବେ ଆଜି ଝାଉଁ ଜଙ୍ଗଲରୁ କୈଳାଶର ମୃତଦେହ ଉଦ୍ଧାର ହେବା ପରେ, ଏହା ଆତ୍ମହତ୍ଯା କି ହତ୍ୟାକାଣ୍ଡ ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ଏହି ଘଟଣା ବାବଦରେ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।
വിഇഒ പരീക്ഷ എഴുതിയ ഉദ്യോഗാർത്ഥികൾ പെരുവഴിയിൽ
Adarsh TS 2020-08-04 15:53:26
ആലപ്പുഴ:ഏറ്റവും കൂടുതൽ തൊഴിലില്ലായ്മയുള്ള സംസഥാനങ്ങളിൽ ഒന്നാണ് കേരളം. കേരളത്തിലെ ഏറ്റവും കൂടുതൽ തൊഴിലില്ലാത്ത ചെറുപ്പക്കാർ ആശ്രയിക്കുന്നതോ കേരള പിഎസ്‌സിയേ. എന്നാൽ കേരള പിഎസ്‌സി കുറച്ചു നാളായി വിവാധത്തിലകപ്പെട്ട് ഉലയുകയാണ്. യൂണീവേഴ്സിറ്റി കോളേജ് അക്രമണവുമായി ബന്ധപ്പെട്ട് അറസ്റ്റിലായ അക്കാഡമിക്ക് വിഷയങ്ങളിൽ പിന്നിലായ എസ് എഫ് ഐ നേതാക്കൾ സിവിൽ പോലീസ് ഓഫീസർ റാങ്ക് ലിസ്റ്റിൽ ഉന്നത റാങ്ക് നേടിയത് വിവാദമായിരുന്നു. പിന്നീട് നടന്ന അന്വേഷണത്തിൽ പിഎസ്‌സി പരീക്ഷയിൽ നടന്ന അട്ടിമറി പുറത്തു വന്നിരുന്നു..ഒറ്റയടിക്ക് നൂറുകണക്കിന് റാങ്ക് ലിസറ്റുകൾ വേണ്ടത്ര നിയമനങ്ങൾ നൽകാതെ റദ്ദാക്കിയതും ഉദ്യോഗാർത്ഥികളെ വലച്ചിരുന്നു. ഇപ്പോഴിതാ പന്ത്രണ്ട് ലക്ഷം ഉദ്യോഗാർത്ഥികൾ പരീക്ഷ എഴുതിയ വില്ലേജ് എക്സറ്റൻഷൻ ഓഫീസർ പരീക്ഷ വാനിഷിങ്ങ് കാറ്റഗറിയിൽ ഉൾപ്പെടുത്തിയതോടെ നട്ടം തിരിയുകയാണ് ഉദ്യോഗാർത്ഥികൾ. സർക്കാരിന്റെ പരിഷ്കാരങ്ങൾ കേരളത്തിലെ യുവജനതയെ വഞ്ചിക്കുകയാണെന്ന് യുവമോർച്ച ആലപ്പുഴ ജില്ലാ ജനറൽ സെക്രട്ടറി ജി ശ്യാംക്യഷ്ണൻ പറഞ്ഞു. കുറഞ്ഞത് മൂവായിരത്തിലധികം ഉദ്യോഗാർത്ഥികൾക്ക് തൊഴിൽ ലഭിക്കേണ്ട

Top Stories

Home | Privacy Policy | Terms & Condition | Why RNI?