HIGHLIGHTS


ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହିଞିଳିକାଟୁ ୮୬.୫ ପ୍ରତିଶତ

Laxmikanta Nath 2020-07-29 21:23:53    STATE 6053
ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହିଞିଳିକାଟୁ ୮୬.୫ ପ୍ରତିଶତ
ଛତ୍ରପୁର :- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ଚଳିତ ୨୦୨୦ ବର୍ଷର ମାଟ୍ରିକ ପରୀକ୍ଷା ଫଳ ବିଧିବଦ୍ଧ ଭାବେ ବୁଧବାର ପ୍ରକାଶ ପାଇଛି । ବିଭାଗ ତରଫରୁ ସକାଳ ସମୟରେ ଉପଲବ୍ଧ ୱେବ ସାଇଡ ଜରିଆରେ ସଦ୍ୟ ଘୋଷିତ ଫଳାଫଳ ପ୍ରକାଶ ପାଇଛି।ହିଞିଳି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା କ୍ରମେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ୨୬ ଟି ହାଇସ୍କୁଲର ସମୁଦାୟ ୧୭୮୭ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ୩୦/୭ ବୁଧବାର ପ୍ରକାଶିତ ଫଳାଫଳ ଅନୁଯାୟୀ ବିଭିନ୍ନ ସ୍କୁଲରେ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି ।ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପାସ ହାର ଶତ ପ୍ରତିଶତ ବୃନ୍ଦାବନ ସରକାରୀ ବିଦ୍ୟାପୀଠର ପାସହାର ୯୧.୧୭% ପୋୖର ଉଚ୍ଚ ବିଦ୍ୟାଳୟର ପାସହାର ୮୦% ରହିଛି ।ହିଞିଳି କାଟୁ ବ୍ଳକ ଓ ପୋୖରାଞ୍ଚଳ ସମସ୍ତ ବିଦ୍ୟାଳୟର ୪ଜଣ A1ଓ ୪୦ ଜଣ A2 ରହିଥିବା ବେଳେ ସରସ୍ୱତୀ ଶିଶୁ ମନ୍ଦିରର ୩ଜଣ ପରୀକ୍ଷାର୍ଥୀ A1 ଗ୍ରେଡ ରଖି ହିଞିଳିବ୍ଳକରେ କୃତିତ୍ୱ ହାସଲ କରିଛନ୍ତି ।ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ମଧୁସ୍ମିତା ବେହେରା ଗଞ୍ଜାମ ଜିଲ୍ଲାର ତୃତୀୟ ସ୍ଥାନ କୃତିତ୍ୱର ସହ ସର୍ବାଧିକ ୫୭୨ ନଂ ମାର୍କ ରଖି ହିଞିଳି ବ୍ଳକ ମାଟ୍ରିକ ଟପ୍ପର ରଖିଛନ୍ତି। ସରସ୍ୱତୀ ଶିଶୁବିଦ୍ୟମନ୍ଦିରର ୧୬ ଜଣ A2,୨୬ଜଣ B1,୨୬ଜଣ B2 ରଖିଛନ୍ତି ।ସେହି ପରି ବୃନ୍ଦାବନ ସରକାରୀ ବିଦ୍ୟାପୀଠର ଛାତ୍ରଛାତ୍ରୀ ୧୦ଜଣ A2, ୧୪ଜଣ B1,୪୧ଜଣ B2 ଗ୍ରେଡ ହାସଲ କରିଛନ୍ତି।ସ୍ଥାନୀୟ ପୌର ଉଚ୍ଚ ବିଦ୍ୟାଳୟର ମାତ୍ର ଜଣେ B1 ଗ୍ରେଡ ପାଇଛନ୍ତି ।ହିଞିଳିକାଟୁ ସମୁଦାୟ ୨୬ ବିଦ୍ୟାଳୟର ପରୀକ୍ଷାରେ ଉତ୍ତୀର୍ଣ୍ଣ ଫଳାଫଳ ହାର ୮୬.୫% ପ୍ରତିଶତ ରହିଥିବା ସୂଚନା ମିଳିଛି ।

ରିପୋର୍ଟ-ପ୍ରିୟବ୍ରତ ପଣ୍ଡା










Related News

State

ସରୋଜମଣି ନଗର : କାଦୁଅ ପଚପଚ ରାସ୍ତା
Laxmikanta Nath 2020-08-07 23:05:42
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ବୃହତ୍ତମ ମୁନିସିପାଲଟି ହିଞିଳିକାଟୁ ଗତ୨୦୧୭ସାଲ ନଭେମ୍ବର ୧୮ ନଗରଉନ୍ନୟନ ବିଭାଗ ପକ୍ଷରୁ ହିଞିଳିକାଟୁ ସହର ମୁନସିପାଲଟି ରୂପେ ମାନ୍ୟତା ପାଇଥିଲା ।ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେହି ମାସ ୨୨ତାରିଖରେ ଏହାକୁ ବିଧିବଦ୍ଧ ଭାବେ ଘୋଷଣା ବି କରାଯାଇଥିଲା ।ସହରରେ ଉନ୍ନତି କରଣ ପାଇଁ ସ୍ଥାନୀୟ ପ୍ରଶାସନ ବିଭିନ୍ନ ଅନୁଦାନ ପାଣ୍ଠିରୁ କୋଟି କୋଟି ଟଙ୍କା ବିନିଯୋଗ କରାଯାଇଛି ।କିନ୍ତୁ ପ୍ରଶାସନର ଆଢୁଆଳରେ ଏମିତି ଏକ ସାହି ବା ବସ୍ତି ରହିଛି ଯାହାକୁ କି ଜଣେ ଦେଖିଲେ ହିଁ ସେଠିକାର ପରିସ୍ଥିତି ଓ ପରିବେଶ ସମ୍ପର୍କରେ ବେଶ ବୁଝିପାରିବ । ସେହି ସାହି ବସ୍ତିଟି ରହିଛି ସରୋଜମଣି ନଗର । ଏହି ସାହିର ଯିବା ଆସିବା ରାସ୍ତା କାଦୁଅ ପଚପଚରେ ପାଲଟିଛି ମରଣ ବସ୍ତିବାସିନ୍ଦା ।ତେବେ ହିଞିଳିକାଟୁ ମୁନିସିପାଲଟିରେ ଅବହେଳିତ ଅବସ୍ଥାରେ ସଢ଼ୁଥିବା ଏହି ବସ୍ତି ବାସିନ୍ଦାଙ୍କ ଭାଗ୍ୟୋଦୟ କେବେ ଘଟିବ ତାହା ହିଁ ବୁଦ୍ଧିଜୀବୀଯନ୍ତା ।ପୋୖର ପ୍ରଶାସନର ଏହି ବସ୍ତିର ରାସ୍ତାଟିକୁ କେବେ ନଜରରେ ଆସିନଥିବା ତାହା ସ୍ୱଷ୍ଟ ଜଣାପଡିଛି ।ଏହି ରାସ୍ତାଘାଟ ଓ ଡ୍ରେନ ନିର୍ମାଣ କାର୍ଯ୍ୟ ଅବହେଳିତ ଅବସ୍ଥାରେ ରହିଛି। ପୋୖର ପରିଷଦ ଜାଣିଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇ ପାରିନାହିଁ ବୋଲି ସ୍ଥାନୀୟ ବସ୍ତିବାସୀ ଅଭିଯୋଗ କରିଛନ୍ତି । ହିଞିଳି ସହରକୁ ସୌନ୍ଦର୍ଯ୍ୟ କରଣ କରିବା ନିମନ୍ତେ ପ୍ରଶାସନର ଅନୁଦାନ ଯଥେଷ୍ଟ ଥିବା ବେଳେ ତାହର ବ୍ଯତିକ୍ରମ ହେଉନଥିବା ସରୋଜନଗରରେ ଏହି ଦୃଶ୍ୟ ଜଳ ଜଳ ହୋଇ ଦେଖାଯାଉଛି ।ଅପରପକ୍ଷରେ ମୁନସିପାଲଟି ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ସହ ଆଲୋକ ଓ ପାନୀୟଜଳ ଯୋଗାଇ ଦିଆଯାଇଥିବା ଜାଣାଯାଇଛି ।ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ସାଧାରଣ ମୌଳିକ ସୁବିଧା ଏଠାରେ ଏବେ ସାତ ସପନ।ଏହି ଅସ୍ବାସ୍ଥ୍ୟକର ପରିବେଶରେ ସବୁ ସୁବିଧାରୁ ବଞ୍ଚିତ ହୋଇ ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ସଢ଼ୁଛନ୍ତି ଏହି ମହଲରେ ବିରାଟ ପ୍ରଶ୍ନ ସୃଷ୍ଟି କରିଛି।ରିପୋର୍ଟ-ପ୍ରିୟବ୍ରତ ପଣ୍ଡା
ନିର୍ମାଣାଧୀନ ଡ୍ରେନରେ ପଡ଼ି ଯୁବକ ମୃତ, ଲୁହାଛଡ଼କୁ କାଟି ମୃତଦେହ ଉଦ୍ଧାର କରିଲା ପୁଲିସ
Laxmikanta Nath 2020-08-07 23:01:59
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଙ୍କୋଲି ଓଭରବ୍ରିଜ ତଳେ ନିର୍ମାଣାଧୀନ ଡ୍ରେନରେ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଉକ୍ତ ଯୁବକ ଜଣକ ହେଲେ ବ୍ରହ୍ମପୁର ଲାଞ୍ଜିପଲି ତୋଟା ସାହିର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ବୋଲି ଜଣାଯାଇଛି। ତାଙ୍କର ବୟସ ୩୫ ବର୍ଷ। ଗତକାଲି ରାତି ୧୧ଟା ସମୟରେ ପୂର୍ଣ୍ଣଚନ୍ଦ୍ର ଘରକୁ ଫେରୁଥିବା ବେଳେ ଏହି ନିର୍ମାଣଧୀନ ଡ୍ରେନ ଭିତରକୁ ନିଜ ସ୍କୁଟି ସହ ଖସିପଡ଼ିଥିଲେ । ଡ୍ରେନରେ ଲୁହା ଛଡ଼ ବାହାରକୁ ବାହାରିଥିବାରୁ ପୂର୍ଣ୍ଣଚନ୍ଦ୍ରଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ପଶି ଯାଇଥିଲା । କିଛି ସମୟ ପରେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିବାର ଅନୁମାନ କରାଯାଉଛି । ସକାଳୁ ବୈଦ୍ୟନାଥପୁର ଥାନା ଓ ଟ୍ରାଫିକ ଥାନା ପୁଲିସ ପହଞ୍ଚି ଲୁହା ରଡକୁ କାଟି ମୃତଦେହକୁ ଉଦ୍ଧାର କରିଥିବା ଜଣାଯାଇଛି। ଏହି ଘଟଣା ବ୍ରହ୍ମପୁର ସହରରେ ଚର୍ଚ୍ଚାର ବିଷୟ ହୋଇଛି। ନିର୍ମାଣାଧୀନ ଡ୍ରେନରେ ରଡ୍ ବାହାରିଥିବା ଯୋଗୁଁ ଜନ ଅସନ୍ତୋଷ ଦେଖା ଦେଇଛି।
କୋରନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେ କାରୋନା ଯୋଦ୍ଧା
Laxmikanta Nath 2020-08-07 22:53:52
ଭଦ୍ରକ : ମହାମାରୀ କରୋନା ବିପତ୍ତି ସମୟରେ ଜନସାଧାରଣଙ୍କ ସୁରକ୍ଷାରେ ଦିନ ରାତି କର୍ତ୍ତବ୍ୟ କରୁ କରୁ କାରୋନାରେ ଆକ୍ରାନ୍ତ ହେଲେ କାରୋନା ଯୋଦ୍ଧା | ଜଣେ ନୁହେଁ କି ଦୁଇ ଜଣ ନୁହେଁ ଏକଥରକେ ଥାନାର ଥାନାଧିକାରୀଙ୍କ ସମେତ କରୋନାରେ ସଂକ୍ରମିତ ହେେ ୯ ଜଣ ପୋଲିସ କର୍ମଚାରୀ | ତେବେ ଚିକିତ୍ସିତ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ଏବେ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି ଏହି କରୋନା ଯୋଦ୍ଧା ପୋଲିସ କର୍ମଚାରୀ | ପୁଣି ଥରେ ଜନସାଧାରଣଙ୍କ ସେବା ପାଇଁ କାର୍ଯ୍ୟରେ ଯୋଗଦେବା ସମୟରେ ଏହି କାରୋନା ଯୋଧ୍ୟାକୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି | ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଧାମନଗର ଥାନାର ଥାନାଧିକାରୀଙ୍କ ସମେତ ୬ ଜଣ କାରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ | ପରେ ପୁଣି ୩ ଜଣ କର୍ମଚାରୀ ସଂକ୍ରମିତ ଚିହ୍ନଟ ହୋଇଥିଲେ | ତେବେ କୋରନା ଆକ୍ରାନ୍ତ ସମସ୍ତେ ଜିଲ୍ଲା କୋଭିଡ଼ ହସପିଟାଲରେ ଚିକିତ୍ସିତ ସହ ଘରେ ହୋମ ଆଇସୋଲେସନରେ ଥିଲେ | ଏବେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ୯ ଜଣ ମଧ୍ୟରୁ ୬ ଜଣ କାର୍ଯ୍ୟରେ ଯୋଗ ଦେଇଛନ୍ତି | ଅନ୍ୟ ୩ ଜଣ କର୍ମଚାରୀ ହୋମ ଆଇସୋଲେସନରେ ଅଛନ୍ତି | ଥାନା କାର୍ଯ୍ୟରେ ଯୋଗଦେବା ବେଳେ ଧାମନଗର ଏସଡିପିଓ ସେମାନଙ୍କୁ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରିଛନ୍ତି | ତେବେ ଥାନଧିକାରୀ ରତିକାନ୍ତ ଗିରି କହିଛନ୍ତି ଏବେ କର୍ତ୍ତବ୍ୟ ସହ ପୁଣି ଥରେ ସଚେତନତା ସହ ଜନସାଧାରଣଙ୍କ ସୁରକ୍ଷା ପାଇଁ ଆମ ସେବା ଜାରୀ ରହିବ |
ଆଦାନୀ ଗ୍ୟାସ୍ର ପ୍ରଥମ ତ୍ରୈମାସିକରେ ୫୩ ପ୍ରତିଶତ ହ୍ରାସ
Laxmikanta Nath 2020-08-07 22:40:17
ଭଦ୍ରକ : କରୋନା ମହାମାରୀ ଯୋଗୁ ୬୯ ଦିନର ତାଲାବନ୍ଦ କାରଣରୁ ଆଦାନୀ ଗ୍ୟାସ ଲିମିଟେଡ୍ର ପ୍ରଥମ ତ୍ରୈମାସିକ ଫଳାଫଳରେ ପ୍ରଭାବିତ ହୋଇଛି । ଗତ ୨୦୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ବ୍ୟବସାୟ ତୁଳନାରେ ୨୦୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ବ୍ୟବସାୟ ୫୩ ପ୍ରତିଶତ କମିଛି । ପ୍ରଥମ ତ୍ରୈମାସିକରେ କମ୍ପାନୀର ସେଲ୍ସ ଭଲ୍ୟୁମ୍ ୬୪ଏମ୍ଏମ୍ଏସ୍ସିଏମ୍ ଥିବା ବେଳେ ଗତ ୨୦୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୧୩୭ ଥିଲା । ସୁଧ, ଟିକସ, ଅବନତି ଓ ୠଣମୁକ୍ତି ପୂର୍ବରୁ କମ୍ପାନୀର ଆୟ ୮୬ କୋଟି ରହିଛି । ସଂଚାଳନରୁ ୨୦୭ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି । କମ୍ପାନୀର ତ୍ରୈମାସିକ ଫଳାଫଳ ପ୍ରକାଶ ଉପରେ ମନ୍ତବ୍ୟ ଦେଇ ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀ ଗୌତମ ଆଦାନୀ କହିଛନ୍ତି, “ବିଶ୍ୱ ମହାମାରୀ ମଧ୍ୟରେ ଆଦାନୀ ଗ୍ୟାସ୍ ଲିମିଟେଡ୍ ଭଲ ପ୍ରଦର୍ଶନ କରିଛି ଓ ସ୍ଥିରତା ପାଇଁ ପ୍ରତିବଦ୍ଧତା ଜରୁରୀ । ସରକାରଙ୍କ ନୀତି ଅନୁଯାୟୀ ଆମେ ଏକ ନିରାପଦ, ସ୍ୱଚ୍ଛ ଏବଂ ସବୁଜ ଶକ୍ତି ଯୋଗାଇବା ପାଇଁ ଦେଶର ଦୃଷ୍ଟିକୋଣରେ ସହଯୋଗ କରିବାକୁ ପ୍ରତିବଦ୍ଧ । ଯେହେତୁ ଭାରତର ଅର୍ଥନୀତି ଧିରେ ଧିରେ ପୁନର୍ଜୀବିତ ହେଉଛି, ବିଶ୍ୱ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନକୁ ଦୂର କରିବା ପାଇଁ ଆଦାନୀ ଗ୍ୟାସ୍ ଯଥାସମ୍ଭବ ପ୍ରଚେଷ୍ଟାରତ ।” ଆଦାନୀ ଗ୍ୟାସ୍ର ସିଇଓ ଶ୍ରୀ ସୁରେଶ ମଙ୍ଗଲାନି କହିଛନ୍ତି, ଏକ ଦାୟିତ୍ୱବାନ ପ୍ରାକୃତିକ ଗ୍ୟାସ୍ ସେବା ପ୍ରଦାନକାରୀ ଭାବରେ ଆଦାନୀ ଗ୍ୟାସ୍ ଏଭଳି କଠିନ ସମୟରେ ସିଏନ୍ଜି ଓ ପିଏନ୍ଜିର ନିରନ୍ତର ଯୋଗାଣ ଏବଂ ଗ୍ରାହକଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ ଜାରି ରଖିଛି । କମ୍ପାନୀ କ୍ରମାଗତ ଭାବେ ବିକାଶ ଉପରେ ନଜର ରଖିଛି ଏବଂ ଏହି ଅଦୃଶ୍ୟ ପରିସ୍ଥିତିର ପ୍ରଭାବକୁ କମାଇବାକୁ ସକ୍ରିୟ ଭାବେ କାର୍ଯ୍ୟ କରୁଛି ।
Adani Gas published Q1 FY21 Results
Laxmikanta Nath 2020-08-07 22:39:36
Bhadrak, 07Aug(RNI): Adani Gas Ltd. announced its financial results for the first quarter ended 30th June 2020. With continued lockdown of 69 days in Q1 FY21 the Company witnessed volume impact of 53 % as compared to Q1 FY20. Company’s Q1 FY21 sales volume is 64MMSCM, which was 137 MMSCM in Q1 FY20. Company’s EBITDA is 86 crore. Revenue from Operations stood at INR 207 Cr. There was a progressive rebound in volumes as compared to pre-covid situation and exit volume as on 30th June 2020 had already reached at 1.25 mmscmd as compared to 1.60 mmscmd for the month of Mar '20. The operational performance of the business continues to be recovering in a phased manner towards Pre COVID level. During the period of lockdown, the Company had maintained uninterrupted supply of Natural Gas – 24X7 for PNG and CNG consumers. The Company’s operational efficiency, enhanced focus on supply chain management, contract negotiations, third party spend, and fuel efficiencies have helped in partially addressing the impact of lower volumes and improving EBITDA margin in Q1 FY20. Commenting on the quarter result of the Company, Mr. Gautam Adani, Chairman, Adani Group said, “Adani Gas Limited has delivered a good performance even amidst the global pandemic. Commitment to sustainability is the cornerstone of the growth which AGL is set to chart. In line with the Government’s policy we are committed to contribute to the nation’s vision of providing a safer, cleaner and greener energy. As India’s economy slowly revitalizes, Adani Gas will put its best to overcome challenges. Mr. Suresh Manglani, CEO of Adani Gas said, “As a responsible natural gas service provider, Adani Gas Limited has ensured continuous supply of CNG and PNG, uninterrupted and prompt customer care service during these tough times. The company is continuously and closely monitoring the developments and is actively working to moderate the impact of this unprecedented situation.
ବେନିୟମ ଭାବରେ ସମ୍ପାଦକ ହୋଇଥିବା ପାଇକରି ଭଣ୍ଡାର ସମ୍ପାଦକଙ୍କୁ କାର୍ଯ୍ୟରୁ ବହିଷ୍କୃତ
Laxmikanta Nath 2020-08-07 21:59:41
ବ୍ରହ୍ମପୁର: ବ୍ରହ୍ମପୁର ସମବାୟ ସମ୍ପାଦକ ଶଙ୍କର ପ୍ରସାଦ ଦାସଙ୍କୁ କାର୍ଯ୍ୟରୁ ବହିସ୍କୃତ କରାଯାଇଥିବା ଜଣାପଡିଛି। ସୂଚନା ମୁତାବକ ପୂର୍ବତନ ସମ୍ପାଦକ ଦେବେନ୍ଦ୍ର ଦାସ କାର୍ଯ୍ୟରୁ ଅବସର ନେବାପରେ ବେଆଇନ ଭାବରେ ନିଜ ପୁଅ ଶଙ୍କର ପ୍ରସାଦ ଦାସଙ୍କୁ ଉକ୍ତ ସଂସ୍ଥାର ସମ୍ପାଦକ କାର୍ଯ୍ୟଭାର ପ୍ରଦାନ କରିଥିଲେ । ସମ୍ପାଦକ ନିଯୁକ୍ତିରେ ଅନିୟମିତା ହୋଇଥିବା ନେଇ ବ୍ରହ୍ମପୁର ସମବାୟ ସମିତି ସମୂହ ଉପ-ନିବନ୍ଧକ ବିଶ୍ୱ ରଞ୍ଜନ ଦାସଙ୍କ ନିକଟରେ ଖବର ପହଞ୍ଚିବା ପରେ ଘଟଣାର ତଦନ୍ତ କରି ଜାଣିବାକୁ ପାଇଥିଲେ ନିଯୁକ୍ତିରେ ଅନିୟମିତତା ହୋଇଅଛି । କିନ୍ତୁ ପ୍ରମାଣ ମିଳିବା ପରେ ସମ୍ପାଦକଙ୍କୁ ବହିଷ୍କାର କରିବା ପାଇଁ ଉପ-ନିବନ୍ଧକ ନିର୍ଦ୍ଦେଶ କରିଥିଲେ ଯାହାଫଳରେ ପାଇକରି ଭଣ୍ଡାର ଦାୟିତ୍ୱରେ ଥିବା ସହ ସହକାରୀ ସହ ନିବନ୍ଧକ ପ୍ରମୋଦ କୁମାର ପଣ୍ଡା ପାଇକରି ଭଣ୍ଡାର ଚିଠି ସଂଖ୍ୟା ୨୯/୨୦୨୦ରେ ସମ୍ପାଦକଙ୍କୁ ବହିଷ୍କୃତ କରିଛନ୍ତି । ପୂର୍ବରୁ ଏହି କାର୍ଯ୍ୟାଳୟର ହୋଇଥିବା ଦୁର୍ନୀତି ଓ ଅନିୟମିତତା ବାବଦରେ ତତ୍କାଳୀନ ଗଞ୍ଜାମ ଜିଲ୍ଲା ସମବାୟ ସଙ୍ଘ ସଭାପତି ସନାତନ ସଂଗ୍ରାମ ସିଂ ସେତେବେଳର ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓ ସମବାୟ ସମୂହ ନିବନ୍ଧକ ଭୁବନେଶ୍ୱରଙ୍କ ଠାରେ ଅଭିଯୋଗ କରିଥିଲେ ଏବଂ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନିର୍ଦ୍ଧେଶକ ସ୍ୱତନ୍ତ୍ର ଅଡିଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପାଇକରି ଭଣ୍ଡାରର ଆଦାୟ ହେଉଥିବା ଅର୍ଥ କଲ୍ୟାଣ ମଣ୍ଡପ ଦୋକାନ ଗୃହ ଏବଂ ବିଭିନ୍ନ ଭଣ୍ଡାରର ଅର୍ଥକୁ ଆତ୍ମସାତ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା । ଏହି ପରିପେକ୍ଷିରେ ସମ୍ପାଦକଙ୍କୁ ବହିସ୍କୃତ କରିବା ଅନିୟମିତତାର ଜ୍ୱଳନ୍ତ ଉଦାହରଣ । ସରକାର ଯେଉଁ ଉଦ୍ଦେଶ୍ୟ ପାଇକରି ଭଣ୍ଡାର ଗଠନ କରିଥିଲେ ତାହା ଲୋକଙ୍କ ସେବାରେ ଆସୁନଥିଲା ବର୍ତ୍ତମାନ ପ୍ରଶାସନର ଏହି ପଦକ୍ଷେପ ପରେ କାର୍ଯ୍ୟାଳୟ ପ୍ରକୃତ ଲୋକଙ୍କ ସେବାରେ ଆସିବ ବୋଲି ବୁଦ୍ଧିଜୀବୀ ଆଶା ବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ସରକାର କର୍ମଚାରୀ କାର୍ଯ୍ୟଭାର ଗ୍ରହଣ କରିବା ପରେ ଯେଉଁ ମହତ ଉଦେଶ୍ୟ ରଖି ସରକାର ଏହାକୁ ଗଢି ତୋଳିଛନ୍ତି ଲୋକଙ୍କ ପାଖରେ ପ୍ରକୃତ ସୁବିଧା କିପରି ପହଞ୍ଚିବ ଏବଂ ପ୍ରଶାସନିକ ପଦକ୍ଷେପକୁ ଓଡିଶା ରାଜ୍ୟ ସମବାୟ ସଙ୍ଘ ନିର୍ଦ୍ଦେଶକ ସନାତନ ସଂଗ୍ରାମ ସିଂ ସ୍ୱାଗତ କରିବା ସହ ତଦନ୍ତ କରିବା ପାଇଁ ଦାବି କରିଛନ୍ତି। ରିପୋର୍ଟ: ପ୍ରଫୁଲ୍ଲ ସାବତ
କୋଭିଡ୍ ପରିଚାଳନାରେ ଗଞ୍ଜାମ ଜିଲ୍ଲା ହେଉଛି ସରକାରଙ୍କ ପ୍ରାଥମିକତା – ମାନସ ସଙ୍ଗରାଜ
Laxmikanta Nath 2020-08-07 21:59:04
ଛତ୍ରପୁର : ବ୍ରହ୍ମପୁର ସ୍ଥିତ ସର୍କିଟ ହାଉସ୍ ଠାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆୟୋଜିତ ମିଡିଆ ସମ୍ପର୍କ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗୀୟ ମିଡିଆ ପରାମର୍ଶ ଦାତା ମାନସ ମଙ୍ଗରାଜ ଉପସ୍ଥିତ ରହି ଜିଲ୍ଲା ସ୍ତରୀୟ ସାମ୍ବାଦିକ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ ।
ସୁନାମୀ ପ୍ରସ୍ତୁତିରେ ଗଞ୍ଜାମ ଜିଲ୍ଲା ଆଉ ଏକ ମାଇଲ୍ ଖୁଣ୍ଟ,ଭେଙ୍କଟରାୟପୁର ଗ୍ରାମକୁ ୟୁନିସ୍କୋ ମାନ୍ୟତା
Laxmikanta Nath 2020-08-07 21:58:20
ଛତ୍ରପୁର : ଆଜି ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କରୋନା ମହାମାରୀର ପ୍ରାଦୁର୍ଭାବକୁ ଆଖି ଆଗରେ ରଖି ଭର୍ଚୁଆଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ଇଣ୍ଡିଆନ ନାସନାଲ ସେଣ୍ଟର for Ocean Information Services (INCOIS,MOES) Ministry of Earth Science, Govt of India, Indian Ocean Tsunami Warning
ଶନିବାର ଠାରୁ ସହରାଞ୍ଚଳରେ ପୁଣି ସ୍ବାସ୍ଥ୍ୟ ଯାଂଚ୍ କାର୍ଯ୍ୟ ଆରମ୍ଭ ହେବ
Laxmikanta Nath 2020-08-07 21:57:29
ଛତ୍ରପୁର : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଜିଲ୍ଲା ସ୍ତରୀୟ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଚିକିତ୍ସା ଅଧିକାରୀ ଓ ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କ ସହ କୋଭିଡ୍ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ପାଲା ଆମ ସଂସ୍କୃତି ଓ ପରମ୍ପରା : ଗାୟକ ଉଦୟ ଭାସ୍କର ବୃନ୍ଦାବନ ପଣ୍ଡା
Laxmikanta Nath 2020-08-07 21:53:48
ଭୁବନେଶ୍ୱର : ଗାୟକ ଉଦୟ ଭାସ୍କର ବୃନ୍ଦାବନ ପଣ୍ଡା ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନର୍ଗତ କୁଆଖିଆ ନିକଟସ୍ଥ ଗନ୍ଧଣ ଗ୍ରାମରେ ୧୯୮୨ ମସିହା ଫେବୁଆରୀ ୧୧ ତାରୀଖ ମାଘସପ୍ତମୀ ଦିନ ପିତା ବାମନ ଚନ୍ଦ୍ର ପଣ୍ଡା ଓ ମାତା ମୂଷି ଦେବୀ ଙ୍କ କୋଳ ମଣ୍ଡନ କରିଥିଲେ । ପିଲାଟି ଦିନରୁ ସଂଗିତ ପ୍ରତି ଅନେକ ଦୁର୍ବଳତା ରହିଥିଲା । ଏମିତିକି ଆଗ ଧାଡିର ଛାତ୍ର ଭାବରେ ସ୍କୁଲ୍ ରେ ସଂଗିତ ଗାନ, ବକୃତା ପ୍ରଦାନ, ଓ କବିତା ଲେଖନରେ ଗୁରୁଙ୍କର ପ୍ରିୟପାତ୍ର ହୋଇ ଅନେକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ମ୍ୟାଟ୍ରିକ୍ ପାସ ପରେ ପାଠ ପଢିବାକୁ ଇଛା ଥିଲେବି ଦାରିଦ୍ରତାର ତାଡନାରେ କଟକ ହାଇକୋଟ୍ ରେ Advoket ଅଶ୍ବିନୀ କୁମାର ମିଶ୍ର ଙ୍କ ପାଖରେ ମୋହରି କାର୍ଯ୍ୟ ଶିକ୍ଷା କରିଥିଲେ । କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇବା ସହିତ କବିତା ଲେଖିବା ବିଭିନ୍ନ ସଭାସମିତିରେ ଭାଷଣ ଦେବା ପତ୍ରପତ୍ରିକାରେ ଲେଖା ବାହାରିବା ସହିତ Adv ଅଶ୍ବିନୀ ମିଶ୍ରଙ୍କର ଅତ୍ୟନ୍ତ ପ୍ରିୟପାତ୍ର ଥିଲେ । ହେଲେ ହଠାତ୍ କିଛି ବୁଦ୍ଧିଜିବୀଙ୍କ ପରାମର୍ଶରେ ଜୀବନର ଗତିପଥ ଭିନ୍ନ ମୋଡ ନେଲା । ୧ ବର୍ଷ ପରେ ଘରକୁ ଆସି ସ୍ବହସ୍ତ ଲିଖିତ ଛୋଟ କାବ୍ୟକୁ ନିଜ ଗ୍ରାମରେ ଗଣେଶ ପୂଜାରେ ପାଲା ଗାଇବା ଆରମ୍ଭ କରିଥିଲେ । ଏହାପରେ ୨ ରେ ମଧୁବନ କଲେଜରେ ପାଠ ପଢିବା ସହିତ ପାଲା ଶିଖିବା ଓ ଗାଇବା ମଧ୍ୟ ଚାଲିଥିଲା । ଠିକ୍ ୧ବର୍ଷ ପରେ ଯାଜପୁର ରୋଡ ନିକଟସ୍ଥ ଜଇଁତଳ ଗ୍ରାମରେ ପାଲା ପରିବେଷଣ ସମୟରେ ଗାୟକ ବାଣୀକଣ୍ଠ କ୍ଷେତ୍ରବାସୀ ମିଶ୍ର ପାଲାପେଣ୍ଡାଲ ଉପରେ ପହଞ୍ଚି ଶ୍ରୀଯୁକ୍ତ ପଣ୍ଡାଙ୍କୁ ଛାତ୍ରତ୍ବ ସ୍ବିକାର କରିଥିଲେ । ଗୁରୁ କ୍ଷେତ୍ରବାସୀ ମିଶ୍ରଙ୍କୁ ପାଇ ନିଜକୁ ଧନ୍ୟ ମନେକରିବା ସହିତ ପାଲାବକୁ ନିଶା ଓ ପେଶା କରି ମଧୁବନ କଲେଜ୍ ରୁ ଗାୟକ ପ୍ରଜ୍ଞାଭୂଷଣ ଉପାଧିରେ ଭୂଷିତ ହୋଇଥିଲେ ।ଜୀବନର ପ୍ରଥମ ବାଦୀପାଲା ଯାଜପୁର ର ବହୁ ପୁରାତନ ପାଲା ଅନୁଷ୍ଠାନ ଏକତଳା ରେ ଗାୟକ ଧରଣିଧର ସତ୍ପତି ଙ୍କ ସହିତ ହୋଇଥିଲା ।'ଇତି ମଧ୍ୟରେ ପାଲା ପରିବେଷଣ ସାଙ୍ଗକୁ ପାଠପଢା ୩ ପରେ ପୁରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ଯାଳୟରେ PG କରୁଥିବା ସମୟରେ ପିତା ବାମନ ଚନ୍ଦ୍ର ପଣ୍ଡାଙ୍କ ବିୟୋଗରେ ପାଠପଢାରେ ଡୋରି ବାନ୍ଧି ପାଲାକୁ ଜିବନର ବ୍ରତ ଭାବରେ ଆଦରି ନେଇଛନ୍ତି ।ପ୍ରଥମ ଗୁରୁ କ୍ଷେତ୍ରବାସୀ ମିଶ୍ରଙ୍କ ଅନ୍ତେ ଗାୟକ ଶିରୋମଣୀ ଦତ୍ତକୃଷ୍ଣ ପଣ୍ଡାଙ୍କୁ ଦ୍ବିତୀୟ ଗୁରୁ ବରଣ କରିଥିଲେ । ଜଣେ ବ୍ୟାଙ୍କ୍ କର୍ମଚାରୀ ଭାବରେ ସ୍ଥାନ ପାଇଥିଲେ ହେଁ ବଦଳି ସମସ୍ୟାକୁ ନେଇ ଚାକିରୀ ଛାଡି ପାଲାପ୍ରତି ଅହେତୁକ ଭଲପାଇବା ନିଦର୍ଶନ ଦେଇଛନ୍ତି । ଓଡିଶା ବହୁ ପୂରପଲ୍ଲି , ପୂରାତନ ପାଲାନୁଷ୍ଠାନ ସମେତ ଝାଡଖଣ୍ଡ , ଆନ୍ଦ୍ରପ୍ରଦେଶ , ଦିଲ୍ଲୀ ଜଗନ୍ନାଥ ମନ୍ଦିର ରେ ପାଲା ପରିବେଷଣ କରି ବହୁ ସୁନାମ ଅର୍ଜନ କରିଛନ୍ତି । ବାଲେଶ୍ବର ବଡାସ ମଞ୍ଚରେ ପୂର୍ବତନ ମନ୍ତୀ ରଘୁନାଥ ମହାନ୍ତିଙ୍କ ଠାରୁ ଗାୟକ ଦିପ୍ତିମାନ୍ , ମଧୁବନ ମହାବିଦଳୟରୁ ଗାୟକ ପ୍ରଜ୍ଞାଭୂଷଣ ,ଓ ଗାୟକ ସମ୍ରାତ ଲକ୍ଷ୍ମିଧର ରାଉତ ଙ୍କ ସହିତ ବାଦୀପାଲା ଗାଇବାର ସୌିଭାଗ୍ୟ ମିଳିଥିବା ବେଳେ ଚନ୍ଦନେଶ୍ବର କଳାସଂସୃତି ପୋତ୍ସାହନ ପରିଷଦ ତରଫରୁ ଗାୟକ ଉଦୟ ପୋଷ୍ଟ୍ ଅଫିସ୍ ଉପାଧି ରେ ଭୂଷିତ ହୋଇଛନ୍ତି ।ପାଲା ପରିବେଷଣ ମାଧ୍ୟମରେ ସମାଜର କୁସଂସ୍କାର କୁ ଦୂରେଇ ମନୁଷ୍ୟ ମନରେ ଆଧ୍ୟାତ୍ମିକତା ' ଏବଂ ସମାଜ ସଚେତନତା' ଦିଗରେବଅଦ୍ୟାବଧି ଶ୍ରୀଯୁକ୍ତ ବୃନ୍ଦାବନ ପଣ୍ଡା ପ୍ରୟାସ ଜାରି ରଖି ଛନ୍ତି । ବି.ଦ୍ର : - ମନୋରଂଜନ ପୃଷ୍ଠାରେ ଆପଣଙ୍କ ସଂପର୍କରେ ଲେଖା ପ୍ରକାଶିତ ହେବାକୁ ଚାହୁଁଥିଲେ ଅପରାହ୍ନ ୫ଟା ରୁ ୬ଟା ମଧ୍ୟରେ ୯୪୩୭୨୭୭୨୫୯ ନମ୍ବରରେ ଯୋଗାଯୋଗ କରନ୍ତୁ । ହ୍ୱାଟସଅପରେ ଓଡିଆରେ ଲେଖା ଟି ପଠାଇ ପାରିବେ । ଏଥିସହ ପାଲାକାର ବନ୍ଧୁ, ପାଲାମଂଚର କର୍ମକର୍ତ୍ତାମାନେ ଏହାକୁ ଲାଇକ , ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ ।
कांग्रेस ने विभिन्न वर्गों को आर्थिक सहायता देने की उठाई मांग
Laxmi Kant Pathak 2020-08-07 21:00:14
हरदोई, 7 अगस्त 2020, (आरएनआई)। जिला एवं शहर कांग्रेस कमेटी हरदोई द्वारा जिला कलेक्ट्रेट हरदोई में प्रदर्शन कर राज्यपाल को सम्बोधित 6 सूत्रीय ज्ञापन पत्र सिटी मजिस्ट्रेट के माध्यम प्रेषित करते हुए माँग की है कि प्रदेश में संचालित यूपी बोर्ड, सी बी एस ई बोर्ड, आई सी एस ई बोर्ड एवं अन्य बोर्ड के छात्रों की विगत 4 माह की फीस माफ की जाए।इन शिक्षण संस्थानों में कार्यरत मान्यता/गैर मान्यता शिक्षकों एवं कर्मचारियों को सरकार से कम से कम 8 हजार रुपये प्रतिमाह सहायता प्रदान की जाए।नए शैक्षिक सत्र में पाठ्य पुस्तकों में बदलाव न किया जाए।बच्चों को ड्रेस बार बार न बदली जाए।उत्तर प्रदेश जैसे बड़े राज्य में स्थित विभिन्न न्यायालयों में लाखों की संख्या में प्रैक्टिस कर रहे वकीलों की आमदनी इस कोरोना महामारी में लॉक डाउन के चलते नगण्य हो गयी है।अतः उन्हें सरकार द्वारा कम से कम 10 हजार रुपये महीने के हिसाब से सहयोग राशि मानदेय के रूप में प्रदान की जाए।मध्यम वर्ग के वह परिवार जिन्हें न तो प्रधानमंत्री किसान सम्मान निधि योजना का लाभ मिला है, न ही सरकार की अन्य पेंशन आदि योजनाओं का लाभ मिला है और उनकी वार्षिक आय दो लाख रुपये से कम है ऐसे लोग जिन्होंने मकान, वाहन या अन्य बुनियादी जरूरतों के लिए लोन ले रखा है उनकी चार महीने की किश्त या मनरेगा मजदूरों के मानदेय के बराबर 20 हजार रुपये तक कि रकम माफ करके उनको इस कोरोना महामारी में आई बेरोजगारी से सरकार द्वारा राहत दिलाई जाए।
बालाजी मोटर्स को 10 अगस्त से 16 अगस्त 2020 तक वाहन क्रेताओं को सही तथा समय पर आवश्यक सेवा प्रदान न करने के कारण निलम्बित कर दिया गया हैः सहायक संभागीय परिवहन अधिकारी
Laxmi Kant Pathak 2020-08-07 20:27:40
हरदोई, 7 अगस्त 2020, (आरएनआई)। सहायक संभागीय परिवहन अधिकारी दीपक शाह ने बताया है कि बालाजी मोटर्स, हीरो मोटर साईकिल के विक्रय एजेण्ट है। इस एजेन्सी को वाहन क्रेताओं को सही तथा समय पर आवश्यक सेवा प्रदान न करने के कारण उप संभागीय परिवहन कार्यालय द्वारा चेतावनी के रूप में आवश्यक 25 जून 2020 को अन्तिम चेतावनी पत्र दिया गया था, लेकिन अब तक बालाजी मोटर्स ने अपने कार्य गुणवत्ता में कोई विशेष सुधार नही किया हैं। इस सम्बन्ध में एजेन्सी को 10 अगस्त 2020 की रात्रि 00.00 बजे से 16 अगस्त 2020 की रात्रि 12.00 बजे तक के लिये निलम्बित कर दिया गया है। यह एजेन्सी इस अवधि में किसी प्रकार का वाहन विक्रय नही कर सकेगी। यह निलम्बन अनय एजेन्सियों को सचेष्ट करने एवं अपनी कार्य गुणवत्ता को नियमित करने हेतु किया जा रहा हैं, अन्यथा भविष्य में इससे बड़ी वैधानिक कार्यवाही भी संभावित है।
10 अगस्त को नगर पालिका परिषद बिलग्राम, मल्लाव पालिका परिषद बिलग्राम, मल्लावां, सण्डीला, साण्डी, पिहानी, शाहाबाद, नगर पालिका पाली, माधौगंज, कुरसठ, कछौना पतसेनी, गोपामऊ तथा बेनीगंज में सर्विलांस टींम द्वारा डोर टू डोर परीक्षण किया जायेगाः एडीएम
Laxmi Kant Pathak 2020-08-07 20:24:44
हरदोई, 7 अगस्त 2020, (आरएनआई)। अपर जिलाधिकारी संजय कुमार सिंह ने बताया है कि कोविड-19 वैश्विक महामारी के बढ़ते प्रकोप को देखते हुए पालिका परिषद बिलग्राम, मल्लावां, सण्डीला, साण्डी, पिहानी, शाहाबाद, नगर पालिका पाली, माधौगंज, कुरसठ, कछौना पतसेनी, गोपामऊ तथा बेनीगंज में सर्विलांस टींम द्वारा डोर टू डोर परीक्षण किया जाना है। नगर पंचायतो में यह कार्य दो दिवसो (शनिवार व रविवार) में शासन द्वारा पूर्व से नियत बंदी में सम्पादित हो जायेगा। किन्तु नगर पालिकाओ का क्षेत्र बड़ा होने के कारण यह कार्य दो दिवसों में संभव नही हो पायेगा।
डोर टू डोर सर्वे के दौरान नगर पालिका परिषद मल्लावां, पिहानी, बिलग्राम, सण्डीला एवं शाहाबाद में 08, 09 व 10 अगस्त को पूर्ण बंदी रहेगी :- पुलकित खरे
Laxmi Kant Pathak 2020-08-07 20:14:34
हरदोई, 7 अगस्त 2020, (आरएनआई)। कोरोना संक्रमण की रोकथाम के लिए कलेक्टेªट सभाकक्ष में आहूत बैठक की अध्यक्षता करते हुए जिलाधिकारी पुलकित खरे ने अधिशासी अधिकारियों को निर्देश दिये कि समस्त नगरीय निकायों में प्रत्येक वार्ड का डोर टू डोर सर्वे कराकर एन्टीजेन्ट टेस्टिंग व थर्मल स्क्रीनिंग कराई जायेगी, इसके लिए सभी अधिशासी अधिकारी अपनी नगरीय निकायों के प्रत्येक वार्ड के सर्वे एवं एन्टीजेन्ट टेस्टिंग व थर्मल स्क्रीनिंग के लिए वार्ड स्तर पर गठित निगरानी समितियों के सदस्यों, आशा, आंगनबाड़ी एवं स्वास्थ्य विभाग के कर्मचारियों के माध्यम से हर वार्ड के लिए दो टीमें आज ही एमओआईसी समन्वय कर गठित कर लें तथा टीम के सदस्यों के नाम एवं मोबाइल नम्बर सहित सूची बनाकर सभी टीमों को लिखित में टेस्टिंग के लिए दो-दो वार्ड आवंटित कर दें।
20 सामुदायिक शौचालयों एवं 5 खेल मैदानों का निर्माण गुणवत्ता परक प्राथमिकता पर 14 अगस्त तक प्रत्येक दशा में पूर्ण कराना सुनिश्चित करें :- पुलकित खरे
Laxmi Kant Pathak 2020-08-07 20:12:30
हरदोई, 7 अगस्त 2020, (आरएनआई)। कलेक्टेªट सभागार में खण्ड विकास अधिकारियों की आहूत बैठक की अध्यता करते हुए जिलाधिकारी पुलकित खरे ने निर्देश दिये कि ग्रामीण क्षेत्रों की कोरोना निगरानी समितियों को सक्रिय करते हुए ग्रामीण स्तर पर आशा, आंगनबाड़ी एवं स्वास्थ्य विभाग की गठित टीमों के माध्यम से प्रत्येक घर के हर व्यक्ति का सर्वे कराते हुए एन्टीजेन्ट टेस्टिंग करायें और सर्वे के दौरान किसी व्यक्ति में किसी प्रकार के लक्षण पाये जाने पर गठित टीम द्वारा तत्काल संबंधित बीडीओ एवं एमओआईसी को सूचित किया जायेगा तथा एमओआईसी द्वारा उक्त व्यक्ति उसके परिवार एवं संपर्क में आने लोगों की कोरोना जांच की जायेगी और संक्रमित पाये जाने पर एल-1 अस्पताल में भर्ती कराया जायेगा तथा आशा, आंगनबाड़ी द्वारा ग्रामवासियों को सोशल डिस्टेसिंग, मास्क लगाने आदि के बारे मंे जागरूक भी किया जायेगा।
सरिया व्यापारी के लाखो रुपयों के साथ तीन और अभियुक्त हुए गिरफ्तार
Pranjal Gupta 2020-08-07 19:09:30
पीलीभीत, 7 अगस्त 2020, (आरएनआई)। यूपी के पीलीभीत जिले में बीती 28 जुलाई को चोरी हुई ब्रेजा कार सहित रुपयों की चोरी मामले में सुनगढ़ी पुलिस ने 30 जुलाई को मामला दर्ज कर 31 जुलाई को एक करोड़ आठ लाख पैसठ हजार पांच सौ रुपए तथा ब्रेजा गाड़ी यूपी 25 cw 0341 को बरामद कर चार अभियुक्तों को गिरफ्तार कर जेल भेजा था। वही इसी मामले में फरार चल रहे शेष अभिक्तो को पुलिस ने आज गिरफ्तार कर लिया है जिनके पास से लाखों रुपये भी बरामद किया है जिसका आज पुलिस अधीक्षक जय प्रकाश ने प्रेस कॉन्फ्रेंस कर खुलासा किया है। दरअसल मामला थाना सुनगढ़ी इलाके का है जहां बीती 28 जुलाई को पीलीभीत के आसाम चौराहा स्तिथ एस पी एंटरप्राइजेज नामक सरिया कंपनी जो कि मुजफ्फरनगर में रजिस्टर्ड है जिसका कलेक्शन गोंडा व बहराइच से कंपनी मालिक को बरेली जाना था। वही अभियुक्तों ने साजिश कर थाना सुनगढ़ी इलाके के आसाम चौराहा के समीप निर्मल पेट्रोल पंप के पास कंपनी के मुनीम को गाड़ी का टायर पंचर होने का बहाना बनाकर गाड़ी से उतार दिया। साथ ही गाड़ी तथा गाड़ी में रखे रुपयों को चोरी कर ले गए। इसके अलावा रुपयों को अलग-अलग स्थानों पर छुपा कर रख दिया। वही पीलीभीत पुलिस अधीक्षक जय प्रकाश ने आज मामले में प्रेस कॉन्फ्रेंस कर खुलासा किया है। आपको बता दे कि इस मामले में पुलिस ने चौसठ लाख अस्सी हजार रुपयों की बरामदगी कर तीन अभियुक्तों की गिरफ्तार की है। पुलिस ने संदीप सिंह यादव पुत्र राघव प्रसाद यादव निवासी राजीवनगर खटीमा उधम सिंह नगर, शिव सिंह पुत्र शंकर धानक पुत्र हर सिंह निवासी ऊंची मोहट सन्तना थाना खटीमा उधमसिंह नगर, भरत चंद्र पुत्र गणेश चंद्र निवासी मोहट सन्तना उधसमसिंघ नगर, दीवान सिंह पुत्र हर सिंह निवासी ऊंची मोहट सन्तना थाना खटीमा उधमसिंह नगर को 31 जुलाई को गिरफ्तार कर जेल भेज दिया गया। वही आज इसी मामले में पुलिस ने राजू उर्फ राजकुमार यादव पुत्र राघव प्रसाद निवासी राजीवनगर थाना खटीमा उधमसिंह नगर, अनिल यादव पुत्र राघव प्रसाद निवास राजीवनगर थाना खटीमा उधमसिंह नगर, व प्रमोद चंद्र पुत्र रामचंद्र निवासी मेलाघाट रोड वार्ड 14 थाना खटीमा उधमसिंह नगर को गिरफ्तार कर जेल भेज दिया है। वही अभियुक्तों के पास से एक करोड़ आठ लाख पैसठ हजार पांच सौ रुपये की बरामदगी 31 जुलाई 2020 को की गई इसके बाद पुलिस ने आज तीन अभियुक्तों के पास से चौसठ लाख अस्सी हजार रुपये बरामद कर लिए है।
मध्य प्रदेश को एक लाख मीट्रिक टन से अधिक अतिरिक्त यूरिया का आवंटन, कृषि मंत्री कमल पटेल ने केन्द्रीय रसायन एवं उर्वरक राज्यमंत्री मनसुख मंडाविया का आभार व्यक्त किया
Vivek Gupta 2020-08-07 18:56:39
हरदा, 7 अगस्त 2020, (आरएनआई)। कृषि एवं किसान कल्याण मंत्री कमल पटेल ने केन्द्रीय रसायन एवं उर्वरक राज्यमंत्री मनसुख मंडाविया का एक लाख मीट्रिक टन से अधिक अतिरिक्त यूरिया उपलब्ध कराने पर आभार व्यक्त किया है। कमल पटेल ने बताया कि राज्य में 11 लाख मीट्रिक टन यूरिया की मांग की गई थी, जुलाई तक भारत सरकार से 7.61 लाख मीट्रिक टन यूरिया की आपूर्ति कर दी गई। राज्य में मानसून की समय पूर्व सक्रियता से 1.50 लाख मीट्रिक टन यूरिया की अतिरिक्त मांग निकली जिसके लिए कमल पटेल ने केन्द्रीय मंत्री श्री मंडाविया से फोन पर चर्चा कर अतिरिक्त यूरिया उपलब्ध कराने का आग्रह किया था,जिसे उन्होंने स्वीकार कर लिया था। कमल पटेल के आग्रह पर जुलाई माह की मांग के विरुद्ध 86,000 मीट्रिक टन अतिरिक्त यूरिया उपलब्ध करा दिया गया था। अगस्त माह की मांग 2.25 लाख मीट्रिक टन के स्थान पर 2.52 लाख मीट्रिक टन यूरिया आवंटित हो गया है, जो 27000 मीट्रिक टन अधिक है। कमल पटेल ने बताया कि प्रदेश को अब तक 1 लाख 3 हजार मीट्रिक टन अतिरिक्त यूरिया उपलब्ध कराया जा चुका है। कमल पटेल ने राज्य के किसानों के लिए अतिरिक्त यूरिया दिये जाने पर केन्द्र सरकार का आभार जताते हुए प्रदेश के किसानों को भरोसा दिलाया है कि राज्य में यूरिया की उपलब्धता पर्याप्त मात्रा में है, किसानों को उनकी जरूरत के हिसाब से यूरिया उपलब्ध कराने में कोई कोताही नहीं बरती जाएगी।
पुलिया से पानी क्रॉस करने का भागीरथ प्रयास कर रहा है पालिका प्रशासन
Ram Prakash Rathore 2020-08-07 18:03:13
शाहाबाद, हरदोई, 7 अगस्त 2020, (आरएनआई)। बड़ी बड़ी पुलिया बनाकर पानी को साफ करने की योजनाएं तो पालिका प्रशासन को बनाते देखा है । लेकिन यहां पालिका प्रशासन ने केवल दो इंच की लोहे की पुलिया बनाकर पानी क्रॉस करने का एक भागीरथ प्रयास कई वर्षों से कर रखा है। जिसके चलते सड़क पर गंदा पानी बह रहा है । लोगों को इस गंदे पानी से ही गुजरना पड़ रहा है। पालिका प्रशासन से लाख शिकायतें की गई। लेकिन पालिका प्रशासन अपने इस भागीरथ प्रयास से ही पानी क्रास करने का असफल प्रयास कर रहा है । जबकि पूरी तरह से खुद को असफल महसूस कर भी रहा है। एसबीआई से ब्लॉक की ओर जाने वाले मार्ग पर एक शिव मंदिर के निकट वर्षों से गंदा पानी भर रहा है। यहां पर एक अदद पुलिया की आवश्यकता थी। लेकिन पालिका प्रशासन ने यहां पर पुलिया न बनाकर 2 इंच की चौड़ाई वाली लोहे की एक नाली बना दी। और यह नाली बनाकर एक बड़ी पुलिया होने का भ्रम पाल कर पानी को क्रास करने का पालिका प्रशासन पिछले कई वर्षों से असफल प्रयास कर रहा है। लेकिन सफल नहीं हो पा रहा। पालिका प्रशासन की जिद है इसी दो इंच चौड़े लोहे की नाली से ही पानी क्रास करके रहेगा। और किसी भी हाल में यहां पर जलभराव नहीं होने देगा। फिलहाल लगता तो यही है। लेकिन जैसे ही सुबह और शाम के वक्त पानी की सप्लाई होती है। वैसे ही लोहे की दो इंच की पुलिया पानी नहीं क्राश कर पाती। जिसके चलते नालियों का गंदा पानी सड़कों पर बह निकलता है । और यहां शिव मंदिर में आने जाने वाले भक्तों गणों के साथ-साथ इस मार्ग से गुजरने वाले सभी लोगों तथा खासकर मोहल्ले वालों को इसी गंदे पानी से होकर गुजरना पड़ता है। लेकिन पालिका प्रशासन का भागीरथ प्रयास लगातार जारी है।
एक मास्क अनेक जिंदगी कार्यक्रम के तहत बाटें मास्क
Vivek Gupta 2020-08-07 15:36:22
खिरकिया, 7 अगस्त 2020, (आरएनआई)। मास्क एक जिंदगी अनेक कार्यक्रम के तहत श्यामेंद्र जायसवाल अनुविभागीय अधिकारी राजस्व खिरकिया, कार्यालय के रीडर दमियन तिग्गा के मार्गदर्शन में तहसील परिसर में मास्क का वितरण कर मास्क का प्रयोग करने कोविड-19 के संक्रमण के बचाव तथा साफ सफाई का विशेष ध्यान रखने की जानकारी दी गई।इस दौरान श्यामेंद्र जायसवाल अनुविभागीय अधिकारी राजस्व खिरकिया,लोक स्वास्थ्य प्रभारी आरके पासी एवं नगरपरिषद खिरकिया के कर्मचारी, पटवारी, कोटवार तथा स्थानीय नागरिक उपस्थित रहे।
अंधेरिया बाबा मंदिर पर महाकाल सेवा एवं योगी युवा वाहिनी ने कारसेवकों का किया सम्मान
Vivek Gupta 2020-08-07 15:35:31
खिरकिया, 7 अगस्त 2020, (आरएनआई)। बुधवार अंधेरिया बाबा मंदिर पर नगर से अयोध्या गये कारसेवकों सुधीर सोनी,जगदीश पालीवाल, सुभाष गढ़वाल,दिनेश कनोजिया, जयराम वर्मा,स्वर्गीय रामकृष्ण बायवार की धर्मपत्नी संध्या बायवार का मंदिर पर कार्यकर्ताओं एवं नगर के वरिष्ठजनों ने फूल माला, श्रीफल एवं भगवा दुपट्टा पहनाकर कारसेवकों का सम्मान किया। वही मंदिर में दीप जलाकर एवं आरती करके हनुमान चालीसा का पाठ कर कार्यक्रम की शुरुआत की। कारसेवक सुधीर सोनी ने बाबरी विध्वंस के बारे में और श्री रामलाल मंदिर के इतिहास एवं 500 साल से चले आ रहे इस घटना क्रम के इतिहास के बारे में बताया। कार्यक्रम का संचालन भजनलाल विश्नोई ने किया।वही कार्यक्रम का आभार योगी युवा वाहिनी के जिलाध्यक्ष किशोर राठौर ने व्यक्त किया।कार्यक्रम में नगर के महेंद्र सिंह खनूजा,सुनील निलोसे, डीएस चौहान,प्रदीप रिछारिया,गुलाब सिंह राजपूत,रेवाशंकर राजपूत ,संदीप भदौरिया,हेमराज प्रजापत, बसंत गजरिया ,, एकानंद विश्नोई,भजन लाल विश्नोई,सुनील राठौर, सुनील सिटोके,आनंद सोनी,नरेंद्र प्रजापत, सुमित चौरसिया,दीपक कनोजे,राज गुर्जर,दीपक सेन,राजेन्द्र राजपूत, आयुष गुप्ता,शुभम कुशवाहा, राहुल अरोरा,नितिन कनोजे,प्रकाश सैनी, दीपक प्रजापत,अर्जुन कौशल,पवन शुक्ला,मोहित ठाकुर,अंकित पासी,उत्तम राजपूत, नीरज राठौर,दीपक राजपूत, योगेंद्र राजपूत, संजय नामदेव,गौतम राजपूत,किट्टू ठाकुर,दीपक सोलंकी, विक्की राठौर, मिलन सेन,सौरभ शर्मा,आकाश आस्टे, पलकेस जायसवाल, अमन वीरा, विक्की वर्मा, गोलू वर्मा,दीपक तिवारी,कपिल देवड़ा,जीत राजपूत,अज्जू गौर,सुमित कैथवास,छोटू,पंकज गजरिया,जीत शर्मा,अभी ठाकुर,अंकित कानोजे,मनोज सराठे,राकेश राजपूत,शुभम राठौर, मनमीत दुआ,अर्पित पटेल,अशोक कुमरे, दुर्गेश कुमरे,ललित उमरिया,सौरभ मराठा,अंकुश ठाकुर सहित अन्य लोग उपस्थित थे।

Top Stories

Home | Privacy Policy | Terms & Condition | Why RNI?